ସବୁ ସୁବିଧା ଥିବା ଭୁବନେଶ୍ୱର ଓଡ଼ିଶା ନୁହଁ

ଭଦ୍ରକ:(ଅମିତାଭ ଖିଲାର) – ବାତ୍ୟାକୁ ନେଇ ତାଚ୍ଛଲ୍ୟ କରୁଥିବା ଭୁବନେଶ୍ୱରର ବନ୍ଧୁମାନଙ୍କୁ ଅନୁରୋଧ,’ଦାନା ବାତ୍ୟା’ ଓ ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଭଦ୍ରକ ଜିଲ୍ଲାର କି କ୍ଷତି କରିଚାଲିଛି,ଥରେ ଖବର ରଖନ୍ତୁ।ଯଦି ସେହି ଜିଲ୍ଲାରେ କେହି ସଂପର୍କୀୟ ଥାଆନ୍ତି,ସେମାନଙ୍କଠୁ ବୁଝିକି କିଛି କୁହନ୍ତୁ।ଏବେ ବି ଲଗାଣ ବର୍ଷା ଲାଗିରହିଛି।ଅବସ୍ଥା ସାଂଘାତିକ ଆଡକୁ ଯାଉଛି।କିନ୍ତୁ ଦୁଃଖ ଓ ପରିତାପର ବିଷୟ,ବହୁ ଭୁବନେଶ୍ୱରିଆ ବନ୍ଧୁ ବାତ୍ୟା ‘ଦାନା’ ର ପ୍ରଭାବକୁ ନେଇ ଲଗାତାର ବିଭିନ୍ନ ତାଚ୍ଛଲ୍ୟ କରିବା ସହିତ ଟିଭି…

Read More

ସଞ୍ଜୀବ ନୁହେଁ କି ଅସିତ୍ ନୁହେଁ…ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ମନ ବଳାଇଲାଣି ବିଜେଡି …….

ଭଦ୍ରକ :  ବର୍ତ୍ତମାନ ବିଧାୟକ ଥିବା ସଞ୍ଜୀବ ମଲ୍ଲିକଙ୍କୁ ପୁନର୍ବାର ପ୍ରାର୍ଥୀ କରିବା ସପକ୍ଷରେ ନାହାନ୍ତି ବିଜେଡି ସୁପ୍ରିମୋ। ଶ୍ରୀ ମଲ୍ଲିକଙ୍କ ପ୍ରାର୍ଥିତ୍ୱକୁ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ଠାରୁ ପ୍ରବଳ ବିରୋଧର ସମ୍ମୁଖିନ ହେବାକୁ ପଡୁଛି। ଅନୁରୂପ ଭାବେ ଅସିତ ପଟ୍ଟନାୟକଙ୍କ ସପକ୍ଷରେ ମଧ୍ୟ ସର୍ବ ସହମତି ଯୋଗାଡ଼ ହୋଇପାରୁନାହିଁ। ଇତି ମଧ୍ୟ ଭଦ୍ରକ ବିଧାନସଭା ପାଇଁ ନୂଆ ମୁହଁ ଖୋଜିବା ଓ ଅନ୍ୟ ଆଶାୟୀଙ୍କ ମଧ୍ୟରେ କାହାକୁ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ, ସେ…

Read More

ମନମୋହନଙ୍କୁ ବିଦେଶୀ କହି ଗୋଟିଏ ଗୁଳିରେ ଦୁଇଟି ଶୀକାର କଲେ ବ୍ୟୋମକେଶ(ବାପି)

ଭଦ୍ରକ : “ବିଦେଶୀ ହଟାଓ, ଚାନ୍ଦବାଲି ବଞ୍ଚାଅ”।  ଏହି ଟ୍ୟାଗ ସହ ହାତରେ ପ୍ଲାକାର୍ଡ ଧରି ଗତ ରବିବାର ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାନ୍ଦବାଲି ବିଜୁ ଛାତ୍ର ଓ ଯୁବ ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହାର ଦୁଇଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସାମନାରେ ଜନ ଆକ୍ରୋଶ ସମାବେଶ ଓ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟର  ହୋଇଥିବା ଭଙ୍ଗାରୁଜା ଘଟଣାର…

Read More

ମହୁଆ ମୈତ୍ରଙ୍କୁ ଫସାଇବାକୁ ଯାଇ ଫସିଯିବେ କି ଧର୍ମେନ୍ଦ୍ର…..ଏହି ମାମଲାର କଣ ରହିଛି , ଓଡ଼ିଶା ଲିଙ୍କ୍…..

ଭୁବନେଶ୍ୱର : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ କରିବାକୁ ସଂସଦୀୟ ଏଥିକ୍ସ କମିଟି ସୁପାରିସ୍ କରିଛି। ମାତ୍ର ଯେଉଁ ମାମଲାକୁ ନେଇ ମହୁଆଙ୍କ ଉପରେ ଏପରି କରାଯାଇଛି, ସେହି ପ୍ରସଙ୍ଗରେ ତାଙ୍କର ଏକ ମତାମତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଡୁଆରେ ପକାଇ ଦେଇପାରେ। ଯଦି ସେ ଆଣିଥିବା ଅଭିଯୋଗ ସତ୍ୟ ହୁଏ, ତେବେ କେନ୍ଦ୍ର ସରକାର ଏବଂ ତାଙ୍କର ବହୁ ଅଧିକାରୀଙ୍କ ବିରୋଧରେ ଯାଞ୍ଚ ହୋଇପାରେ। ସେ ସମୟରେ ଧର୍ମେନ୍ଦ୍ର…

Read More

କାହିଁକି ଲୋଡା ପଡିଲେ ସଞ୍ଜୟ, କେଉଁ ତିନି ଅଫିସର ସଞ୍ଜୟଙ୍କ ସପକ୍ଷରେ ବାଢିଥିଲେ ଯୁକ୍ତି….

ଭୁବନେଶ୍ୱର : ଦୀର୍ଘଦିନର ବ୍ୟବଧାନ ପରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ତୃତୀୟ ମହଲା ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିଛି। ଏହା କୌଣସି ବଡ଼ ଦାୟିତ୍ୱ ନ ହେଲେ ବି ସାମ୍ପ୍ରତିକ ସ୍ଥିତିରେ ଯଥେଷ୍ଟ ରାଜନୈତିକ ଗୁରୁତ୍ୱ ମନେ କରୁଛି। ବିଜେପି ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସକ୍ରିୟ ଥିବା ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।…

Read More