ପୁଣି ରାଜରାସ୍ତାରେ ଚାଲିବେ ରାହୁଲ ଗାନ୍ଧୀ, ଏଥର ଆସିବେ ଓଡ଼ିଶା

ନୂଆଦିଲ୍ଲୀ :  ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଜଣାପଡିଛି। ଏନେଇ  ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବେଣୁଗୋପାଳ କହିଛନ୍ତି ଯେ,  ପ୍ରଥମ ‘ଭାରତ ଯୋଡ଼ୋ ଯାତ୍ରା’ର ବିପୁଳ ଅନୁଭୂତିକୁ ସମ୍ବଳ କରି ଏଥର ରାହୁଲ୍‌ ଗାନ୍ଧୀ ଆଉ ଏକ ଯାତ୍ରାରେ ବାହାରିବେ। ଏହି ଯାତ୍ରାରେ ରାହୁଲ୍‌ ଗାନ୍ଧୀ ଯୁବକ,…

Read More