
ଗୁମାସ୍ତାଙ୍କ ଅତ୍ୟାଚାର ଏବେ କଣ କମ୍ ହେଉଛି କି ବୋଲି କହିଲେ ଭର୍ତ୍ତୁହରି.. କାହାକୁ ଏ ଆକ୍ଷେପ…ମୁରୁକି ହସିଲେ ଧର୍ମେନ୍ଦ୍ର…
ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଛି। ଏହା ମଧ୍ୟରେ ରାଜ୍ୟରେ ବାକ୍ ଯୁଦ୍ଧ ଚରମସ୍ତରରେ ରହିଛି। କେତେକ କ୍ଷେତ୍ରରେ ରାଜନୈତିକ ଦଳ ଓ ଲୋକ ବ୍ୟକ୍ତିଗତସ୍ତରକୁ ଆସି ଆକ୍ରମଣ କରୁଛନ୍ତି। ଏହି କ୍ରମରେ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ରାଜନେତାଙ୍କ ମନ୍ତବ୍ୟ କିଛିଦିନ ଚର୍ଚ୍ଚାର କାରଣ ହୋଇଯାଉଛି। ଠିକ୍ ଏହିପରି କିଛି ମନ୍ତବ୍ୟ ଭର୍ତ୍ତୃହରି ମହତାବ ପ୍ରଦାନ କରିଛନ୍ତି। ଯାହାକୁ ନେଇ ରାଜଧାନୀ ରାଜନୀତି ଓ କଟକ ବିହାରୀବାଗ୍ ଚଳଚଞ୍ଚଳ ହୋଇଛି। କିଛିଦିନ…