
ବିଜେଡ଼ିକୁ ଭାଙ୍ଗି ଦେବାକୁ ଭୟଙ୍କର ଷଡ଼ଯନ୍ତ୍ର, ଅପରେସନ ଲୋଟସକୁ ରୂପ ଦେବେ ଏହି ୩ ନେତା
ବଡ଼ ଭୂମିକାରେ ବୈଜୟନ୍ତଗୋଟିଏ ଗୁଳିରେ କରିବେ ଦୁଇ ଶିକାରନବୀନଙ୍କୁ ଧରାଶାୟୀ ସହ ବିଜେପିର ଏକ ନିର୍ଦ୍ଧିଷ୍ଟ ନେତାଙ୍କୁ ଏକ ଘରିକିଆ କରିବାକୁ ଉଦ୍ୟମଭୁବନେଶ୍ୱର- ବିଜୁ ଜନତା ଦଳ (ବିଜେଡି)କୁ ଭାଙ୍ଗି ଦିଆଯିବ। ଏହି କାର୍ଯ୍ୟ କେନ୍ଦ୍ରୀୟ ବିଜେପି ନେତୃତ୍ୱର ତତ୍ତ୍ୱାବଧାନରେ ଅତ୍ୟନ୍ତ ସତର୍କତାର ସହ କରାଯିବ। ନୂଆଦିଲ୍ଲୀରୁ ଏହାକୁ ନିୟନ୍ତ୍ରଣ କରିବେ ଗୃହ ମନ୍ତ୍ରୀ ଅମିତ ଶାହା। ସହାୟତା କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)। ଓଡ଼ିଶାରେ ଏହି ଅପରେସନକୁ ଚୂଡାନ୍ତ ରୂପ ଦେବେ କେନ୍ଦ୍ରାପଡ଼ା ବିଜେପି…