
ଗୋପାଳପୁରରେ ଗୋପବନ୍ଧୁଙ୍କୁ ଖୋଜା ଚାଲିଛି…କ’ଣ ପାଇଁ ଏ ନୀରବତା..
ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏବେ ଗୋପବନ୍ଧୁ ଦାଶଙ୍କ ଖୋଜା ପଡ଼ିଛି। ଗତ ଅକ୍ଟୋବର ପ୍ରଥମ ସପ୍ତାହ ପରଠୁ ଆଉ ତାଙ୍କୁ ଦେଖିବାକୁ ମିଳୁନି। ଏକଦା ଏହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସର୍ବେସର୍ବା ହୋଇଥିବା ଗୋପବନ୍ଧୁ ହଠାତ୍ ଉଭାନ ହୋଇଯିବାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ଏପରିକି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ କିମ୍ବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଗୋପାଳପୁର ଗସ୍ତ ବେଳେ ମଧ୍ୟ ଗୋପବନ୍ଧୁ ଅନୁପସ୍ଥିତ ଥିଲେ। ବର୍ତ୍ତମାନ ବ୍ରହ୍ମପୁରର ନେତାମାନେ ଗୋପାଳପୁରରେ…