କେତେ ସତ ପ୍ରତାପଙ୍କୁ ରାହୁଲଙ୍କ ଆକ୍ରମଣ, ଅଙ୍ଗେଲିଭା କଥା ରଖିଲେ ସୁଲତା

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦/୧୨-  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ଵାରା ଆଘାତ ପ୍ରାପ୍ତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଗତକାଲି ଠାରୁ କହି ଆସିଛନ୍ତି l କେତେ ଜଣ ଏହାର ସିସିଟିଭି କ୍ୟାମେରା ଫୁଟେଜ ପାଇଁ ଦାବି କରିଛନ୍ତି l ଏ ପର୍ଯ୍ୟନ୍ତ କୌଣସି ଭିଡ଼ିଓ ରାହୁଲ ଗାନ୍ଧୀ ଏପରି କରିଥିବା ଜଣା ପଡି ନାହିଁ l ଏହା ମଧ୍ୟରେ ବର୍ତ୍ତମାନ ସମୟର ଚର୍ଚ୍ଚିତ ସାଂସଦ ସୁଲତା ଦେଓଙ୍କ ଏକ ପୋଷ୍ଟ ଘଟଣାକୁ ବୁଝିବାକୁ ଏକ ନିଛକ…

Read More

ବଡ଼ଚଣା ରାଜନୀତି : ଅତୀତାବଲୋକନ ଓ ଅମରଙ୍କ ଉପାଖ୍ୟାନ

ଚଣ୍ଡିଖୋଲ: (ବିଜୟ ସାହୁ)- ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ନବକୃଷ୍ଣ ଚୌଧୁରୀ, ଜଗନ୍ନାଥ ଦାସ, ଦୁଃଶାସନ ଜେନା, ଯଦୁମଣି ମଙ୍ଗରାଜ, ଧନଞ୍ଜୟ ଲେଙ୍କା, ମାନଗୋବିନ୍ଦ ସାମଲ , ସୀତାକାନ୍ତ ମହାପାତ୍ର , ଅମର ଶତପଥୀ, ଅମର ନାୟକ ବିଧାୟକ ଭାବରେ ନିର୍ବାଚିତ ହେଇଛନ୍ତି । ସର୍ବାଧିକ ସମୟ ଅମର ପ୍ରସାଦ ଶତପଥୀ ବିଧାୟକ ହେଇଛନ୍ତି ଓ ଥରେ ମନ୍ତ୍ରୀ ହେଇଛନ୍ତି । ସମୁଦାୟ 30 ବର୍ଷ ।ତାଙ୍କର କ୍ଷମତାସୀନ ଦଳ ସହ ରାଜନୀତି ସର୍ବାଧିକ ସମୟ – 25…

Read More

ନୁହନ୍ତି ଯେତେ, ଅମରଙ୍କୁ ମିଡ଼ିଆ ଭାଇ ଦେଖାନ୍ତି ସେତେ

ଭୁବନେଶ୍ୱର: (ମାନବ)-ଓଡ଼ିଶାର ଦୁର୍ଗତି ନେଇ ଯେତେ ରାଜନୈତିକ ଓ ଐତିହାସିକ କାରଣ ଥାଉ ପଛେ, ତଥାକଥିତ ମୁଖ୍ୟ ଗଣମାଧ୍ୟମର କିଛି କମ୍ ଭୂମିକା ନାହି l ବେଆଇନ୍ ଖଣି ଖନନ ହେଉ କି କୋଇଲା ଚୋରି, ଏ ଗୁଡାକ ଖବର ହୁଏନି l ହେଲେ ଯିଏ ଶାଳ ଗଛ କାଟି ଖଣି ଲୁଟେ, ପୁଣି ସିଏ ତାଳ ଗଛ ଲଗାଇ ସରକାରୀ ଅନୁଦାନ ଲୁଟ୍ କରେ l କିଛି ଦିନ ତଳେ ବ୍ଲାକ ମେଲିଙ୍ଗ ପଲିଟିକ୍ସର କଥା…

Read More

ମୁଁ ଇସ୍ତଫା କାହିଁକି ଦେବି ବୋଲି କହିଲେ ସୁଜାତା, ବବି କହିଲେ ବିଜେପିର ଦମ୍ ଅଛି ଯଦି ବାନ୍ଧି ଜେଲ ନେଉ…

ଭୁବନେଶ୍ୱର : ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନ ଚର୍ଚ୍ଚା ମଧ୍ୟରେ ପ୍ରଣବ ପ୍ରକାଶ ଦାସଙ୍କ ନୂଆ ବୟାନ ଆଲୋଚନାର କାରଣ ହୋଇଛି l ସଭାରେ କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି ତାଙ୍କର ମନୋବଳ ଆସିଛି ବୋଲି ବବି କହିଛନ୍ତି l  କେବଳ ସେତିକି ନୁହେଁ, ନୂଆ ସରକାରଙ୍କୁ ମଧ୍ୟ ସେ ଖୋଲା ଆହ୍ବାନ ଦେଇଛନ୍ତି। ଯଦି ଦୁର୍ନୀତି କରିଛି, ୪ ମାସ ହେଲାଣି ତାଙ୍କୁ ଏଯାଏ ବାନ୍ଧିନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଜେଲ୍‌ରେ ପୂରାଅ…

Read More

ରାଜ୍ୟରେ ଚାଲୁ ରହିବ ବିଏସକେୱାଇ କାର୍ଡ; ସ୍ବାସ୍ଥ୍ୟ ବିଭାଗ

ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିବନି ବୋଲି ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଥିବା ବେଳେ ଏକ ପ୍ରକାର ଗରିବ ଲୋକଙ୍କ ଚିନ୍ତା ବଢିଯାଇଥିଲା ।ତେବେ  ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରୁ ନ ଥିବା ଅଭିଯୋଗ ଆସିଥିଲା। ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି।…

Read More

ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର…ଜଣାପଡିବ..

ଭୁବନେଶ୍ୱର : ରାତି ପାହିଲେ ଇଭିଏମ୍ ପେଡି ଖୋଲିବ। ପୋଷ୍ଟାଲ ବାଲଟରେ ଭୋଟ୍ ଗଣତି ହେବ। ଦେଶ ତଥା ଓଡ଼ିଶାର ଶାସନ ଭାର କାହାକୁ ମିଳିବ, ତାହା ସ୍ପଷ୍ଟ ହେବ। ମଙ୍ଗଳବାର ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ମତଦାନ ସମ୍ପର୍କିତ ପରିସଂଖ୍ୟନ ସାର୍ବଜନୀନ କରିଛନ୍ତି। ଇସିଆଇଙ୍କ ପକ୍ଷରୁ କୁହାଯାଇଛି ଯେ,  ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ…

Read More

ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି: ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ବୋଲି ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ଘନଘନ ଟାର୍ଗେଟ୍‌ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏନଆଇକୁ (ANI)  ସାକ୍ଷାତକାର ଦେଇ ଅନେକ କଥାର ଖୁଲାସା କରିଛନ୍ତି ନବୀନ। ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ…

Read More

ବବିଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର :ରାଜ୍ୟରେ ଦ୍ବିତୀୟ ପର୍ଯ୍ୟୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ୍ କମ୍ ଦିନ ରହିଲା । 25 ତାରିଖରେ ହେବାକୁ ଥିବା ଏହି ପର୍ଯ୍ୟୟରେ ଢେଙ୍କାନାଳ ,କେନ୍ଦୁଝର, କଟକ ,ପୁରୀ ,ଭୁବନେଶ୍ବର ଓ ସମ୍ବଲପୁର ସମେତ 6ଟି ଲୋକସଭା ଆସନରେ ଭୋଟ ହେବ । ତେବେ ସମ୍ବଲପୁର ଲୋକସଭା ଆସନରେ  ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ…

Read More

ଦଳ ଛାଡି ବିଜେଡ଼ିକୁ ଝଟକା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ …

 ଭୁବନେଶ୍ଵର: ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଏ ନେଇ ସେ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାୟକ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ମଧ୍ୟ ସିମୁଳିଆ ଓ ଖଇରାବାସୀଙ୍କ ସେବା କରିବି ବୋଲି କହିଛନ୍ତି…

Read More

“କେନ୍ଦ୍ର କେବଳ କଥା କହେ,ଆମେ କାମରେ ବିଶ୍ୱାସ କରୁ” ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଁ ଉଦବୋଧନ ଦେଇଛନ୍ତି ।   ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସ ୧୧ଟା ୩୦ ରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ସଭାସ୍ଥଳକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ବିଶାଳ ନିର୍ବାଚନୀ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ସୁଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ…

Read More