ଆରପାରିରେ ଡାକ୍ତର ଦାମୋଦର ରାଉତ, ଶଙ୍ଖ ଭବନରେ ଶେଷ ଦର୍ଶନ କଲେ ବହୁ ବରିଷ୍ଠ ନେତା

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି। ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ ଦାମୋଦର…

Read More

Bjd Tactical Mistakes ; ବିଜେଡିର ଏହି ଭୁଲ ପାଇଁ ପରିକ୍ରମା ପ୍ରକଳ୍ପରୁ ମିଳି ନ ପାରେ ରାଜନୈତିକ ଫାଇଦା

ମହା ଆଡମ୍ବରରେ ଶେଷ ହୋଇଛି ବହୁ ପ୍ରତିକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ୮୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଶେଷ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା । ତେବେ ଏହି ପ୍ରକଳ୍ପ ନାମରେ ବିଜେଡି କରୁଥିବା ରାଜନୀତି ଆଶା ରୂପକ ଫଳ ଦେଇ ନପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ପରିକ୍ରମା ପ୍ରକଳ୍ପ ପାଇଁ ବିଜ୍ଞାପନରେ ପ୍ରାୟ ଦୁଇ ଶହ କୋଟି ଖର୍ଚ୍ଚ ହେବା ସତ୍ତ୍ୱେ କାହିଁକି…

Read More

ଖଣି ମାଫିଆଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପ୍ରେସ୍ ମିଟରେ ନ ଥିଲେ ନିରଞ୍ଜନ ପଟ୍ଟନାୟକ..

ଭୁବନେଶ୍ୱର : ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ। ମାତ୍ର ଏଠି ଶତାବ୍ଦୀର ସବୁଠୁ ବଡ଼ ଖଣି ଦୁର୍ନୀତି ହୋଇଥିଲା। ଶାହା କମିସନ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ୫୦,୦୦୦କୋଟି ଟଙ୍କାର ଦୁର୍ନୀତିକୁ ୧୮,୦୦୦ କୋଟି ଟଙ୍କାରେ ସୀମିତ କରାଯାଇଥିଲା। ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ। ଅଥଚ ଖଣି ମାଫିଆଙ୍କୁ ଏତେ ଏତେ ଟଙ୍କାର ଛାଡ କଣ ପାଇଁ କରାଯାଉଛି ବୋଲି କଂଗ୍ରେସ ପ୍ରଭାରୀ…

Read More

ସାଲେପୁର ପାଇଁ ନୂଆ ପ୍ରାର୍ଥୀ ଖୋଜିଲାଣି ବିଜେଡି, ଯୁବ ଚେହେରା ଚିନ୍ମୟ ସାହୁଙ୍କୁ ନେଇ କ’ଣ ଆସିଛି ସର୍ଭେ ରିପୋର୍ଟ

କଟକ : ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ରାଜ୍ୟରେ ଅନ୍ୟ ସବୁ ଦଳ ଅପେକ୍ଷା ବିଜେଡିର ପ୍ରସ୍ତୁତି ଜୋରଦାର ରହିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ସର୍ଭେକ୍ଷଣରେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ପ୍ରତି ନିର୍ବାଚନମଣ୍ଡଳୀରେ ୪୦ରୁ ୫୦ ହଜାର ସ୍ୱତନ୍ତ୍ର ଭୋଟ ରହିଥିବା ଜଣାପଡିଛି। ରାଜ୍ୟରେ ଏମିତି ବହୁ ଆସନ ରହିଛି, ଯେଉଁଠି ସାମାନ୍ୟ ବିଜେଡି ଟିକେଟ୍ ହିଁ ବିଜୟ ସୁନିଶ୍ଚିତ…

Read More

ରାଜ୍ୟରେ ଶୁଭାରମ୍ଭ ହେଲା BSKY ନବୀନ କାର୍ଡ , ଉପକୃତ ହେବେ ୯୦ ପ୍ରତିଶତ ଲୋକ …

ପ୍ରତ୍ୟେକ ଜୀବନ ମୂଲ୍ୟବାନ ଦିଗରେ କାମକରୁଥିବା ରାଜ୍ୟ ସରକାର ଆଜି ରାଜ୍ୟରେ BSKY ନବୀନ କାର୍ଡ ଆରମ୍ଭ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କର୍ଡ ମାଧ୍ୟମରେ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ବା ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ। ଟଙ୍କା ଅଭାବରୁ ଯେମିତି କୌଣସି ଲୋକ ଭଲ ଚିକିତ୍ସାରୁ ବଞ୍ଚିତ ନହେବ ସେଥିପାଇଁଲ ଏ କାର୍ଡର…

Read More

ମା’ମାଣିକେଶ୍ବରୀ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ

  ଭବାନୀପାଟଣା; ପରିର୍ତ୍ତନ ହେଲା କଲାହାଣ୍ଡି ବିଶ୍ବବିଦ୍ୟାଳୟର ନାମ  । ଜିଲ୍ଲାର ଅଧିଷ୍ଠାତି ଦେବୀ ମା  ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ।ଏହା ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟ ଯାହା କୌଣସି ଦେବୀଙ୍କ ନାମରେ ନାମିତ କରାଯାଇଛି ।  ଏନେଇ ଉଛଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୫୦ଟି କଲେଜକୁ ନେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ…

Read More

ନିର୍ବାଚନ ଲଢିବେନି ପାଣ୍ଡିଆନ୍

ଭୁବନେଶ୍ୱର : ଭି.କେ ପାଣ୍ଡିଆନ୍ ବୋଧେ କାର୍ଯ୍ୟକାରୀ ସଭାପତି ହେବେ। ନାଁ ସେ ବୋଧେ ବରିଷ୍ଠ ଉପସଭାପତି ହେବେ। ନଚେତ୍ ଦଳର ସାଧାରଣ ସମ୍ପାଦକ ପଦରେ ରହି ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବେ। ମାତ୍ର ଏପରି ସମସ୍ତ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି। ଭି.କେ ପାଣ୍ଡିଆନଙ୍କୁ  କୌଣସି ପଦ ମିଳିବା ନେଇ ଦଳୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇନାହିଁ। ବରଂ ଶ୍ରୀ ପାଣ୍ଡିଆନ୍ ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର…

Read More

ଭୁବନେଶ୍ୱର , ଉପକଣ୍ଠସ୍ଥ ୩ ଆସନରେ ପ୍ରାର୍ଥୀ ଚୟନ ବିଜେଡ଼ି ପାଇଁ ଆହ୍ୱାନପୂର୍ଣ୍ଣ

ଭୁବନେଶ୍ୱର:  ରାଜନୀତିରେ ନ୍ୟାରେଟିଭ୍ ତଥା ବାର୍ତ୍ତା ଦୁଇ ପ୍ରକାର କରାଯାଇଥାଏ। ପ୍ରଥମତଃ- ରାଜଧାନୀରୁ ରାଜ୍ୟର ଅନ୍ୟ ଅଂଚଳକୁ ବାର୍ତ୍ତା ପ୍ରେରଣ କରାଯାଇଥାଏ। ଅନ୍ୟଟି ରାଜ୍ୟର ଅନ୍ୟ ସ୍ଥାନ ଗୁଡିକର କାର୍ଯ୍ୟକ୍ରମର ପ୍ରଭାବ ରାଜ୍ୟ ମୁଖ୍ୟାଳୟରେ ପଡିଥାଏ। ପ୍ରଥମଟି ଗଣମାଧ୍ୟମ ଦୃଷ୍ଟିରୁ ଅଧିକ ସୁଦୂରପ୍ରସାରୀ ହୋଇଥାଏ। ତେଣୁ ରାଜନୈତିକ ଦଳମାନେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଆନ୍ତି। ରାଜଧାନୀର ଆସନ ଗୁଡିକର ବିଜୟ-ପରାଜୟ ଅନ୍ୟ ଅଞ୍ଚଳରେ ଏକ ଧାରଣା ସୃଷ୍ଟି କରିଥାଏ।…

Read More

କଲେଜରେ ରିଲ୍ସ କରି ଭୋଟ ହାତେଇବେ ବିଜେଡ଼ି ବିଧାୟକ …

୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି ।ରାଜ୍ୟର ନୂଆ ଭୋଟରଙ୍କୁ କିପରି ନିଜ ଆଡକୁ ନେବେ ସେଥିପାଇଁ ଯୋଜନା ପ୍ରସ୍ତୁତି କରୁଛିନ୍ତି ନବୀନ ବାହୀନି । ତେବେ ରାଜ୍ୟର ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ରାଜ୍ୟର ମୁଖିଆ । ଖେଳ, ସାଂସୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରିବେ ସରକାର । ଏହି ସମୟରେ ଛାତ୍ର ଛାତ୍ରୀଙ୍କ ସହ ମିଶି ଶାସକ…

Read More

ପୁରୀ ବିଜେଡି ଟିକେଟ୍ ପାଇଁ ପାଞ୍ଚ ଦାବିଦାର…ହେଲେ କାହାର ସମ୍ଭାବନା ବେଶୀ..

ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ପାଞ୍ଚ ଧର ବିଧାୟକ ମହେଶ୍ୱର ମହାନ୍ତିଙ୍କ ବିୟୋଗ ପରେ ବିଭିନ୍ନ ରାଜନୈତିକ ଆଲୋଚନା ପ୍ରସଙ୍ଗ ଜୋର ଧରିଛି। ଏହା ମଧ୍ୟରୁ ଗୋଟିଏ ପ୍ରସଙ୍ଗ ହେଉଛି-ବିଜେଡି ପରବର୍ତ୍ତୀ ସାଧାରଣ ନିର୍ବାଚନରେ କାହାକୁ ଦଳୀୟ ପ୍ରାର୍ଥୀ ଭାବେ ଛିଡା କରିବ।  ମହେଶ୍ୱର ବାବୁଙ୍କ ନିଧନ ପରେ ବିଜେଡି ଏକାଧିକ ବିକଳ୍ପ ଉପରେ ପର୍ଯ୍ୟାଲୋଚନା କରୁଛି। ମାତ୍ର କୌଣସି ଗୋଟିଏ ବିକଳ୍ପ ନେଇ ଏଯାଏଁ ସ୍ଥିର ହୋଇନାହିଁ। ଏନେଇ…

Read More