ମୋର କିଛି ହେଲେ, ସରକାରୀ ଦାୟୀ ରହିବେ ବୋଲି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଁ ସ୍ୱାଧିନ ବିଧାୟକ ହୋଇପାରେ। କୌଣସି ଦଳରେ ନ ଥାଇପାରେ । ମାତ୍ର ମୁଁ ଜନ ପ୍ରତିନିଧି ମୁଁ ଯେମିତି ହେଲେ ଗୋପାଳପୁର ଯିବି। ଏହି ଯିବା ସମୟରେ କିମ୍ବା ଗୋପାଳପୁରରେ କୌଣସି ଅସୁବିଧା ହେଲେ ରାଜ୍ୟ ସରକାର ଦାୟୀ ରହିବେ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ପ୍ରଭାବଶାଳୀ ଅଫିସରଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଶ୍ରୀ ପାଣିଗ୍ରାହୀଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ…

Read More

କେଉଁ ଦଳରୁ ଲଢିବେ ମନ୍ମଥ, ସୁରଙ୍କ ଜନ୍ମଦିନରେ ସୂଚନା ଦେଲେ…

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିର୍ବାଚନମଣ୍ଡଳୀରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେ ନେଇ ସାଧାରଣରେ ଉତ୍ସୁକତା ଜାରି ରହିଛି। ଦିନକ ପୂର୍ବରୁ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ଜନ୍ମଦିନ ପରେ ଏହି ଆଲୋଚନା ଜୋର ଧରିଛି। କିଛିମାସ ପୂର୍ବରୁ କଂଗ୍ରେସରେ ଜନ୍ମ, କଂଗ୍ରେସରେ ମରଣ ବୋଲି ସୁର ରାଉତରାୟ କହି ବୁଲୁଥିଲେ। ତାଙ୍କ ପୁଅ ବି କଂଗ୍ରେସରୁ ପ୍ରାର୍ଥୀ ହେବ। ସେ ଆଉ ନିର୍ବାଚନ ଲଢିବେ ନାହିଁ। ମାତ୍ର ସୁର ରାଉତରାୟ…

Read More

ଆଗୁଆ ନିର୍ବାଚନ ହେଲେ ଓଡ଼ିଶାରେ କିଏ ..କେତେ ଆସନ ପାଇବ..ଜାଣନ୍ତୁ

ଭୁବନେଶ୍ୱର : କିଛିଦିନ ତଳେ ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପୂର୍ବରୁ ସିଏମଓର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ରାଜନୈତିକ ଟର୍ଚ୍ଚା ଆଲୋଚନା ହୋଇଥିଲା। ଓଡ଼ିଶା ସରକାର ଆଗୁଆ ନିର୍ବାତନ ସପକ୍ଷରେ କୁଆଡେ ମତ ରଖିଥିଲେ। ହେଲେ ଶାହା ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ମାତ୍ର ଶାହା କାହିଁକି ଅଗ୍ରାହ୍ୟ କରିଥିଲେ। ତାହାର ସତ ଧିରେ ଧିରେ ପଦାକୁ…

Read More

ବଦଳିବେ ଅର୍ଥ ମନ୍ତ୍ରଣାଳୟର ମାଲିକିଆଣି,କିଏ ହେବେ ପରବର୍ତ୍ତୀ ଅର୍ଥମନ୍ତ୍ରୀ…ଓଡ଼ିଶା ସହ କଣ ରହିଛି, ତାଙ୍କ ସମ୍ପର୍କ…ଜାଣନ୍ତୁ

ନୂଆଦିଲ୍ଲୀ : ସଂସଦର ମୋସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି।  ଉତ୍ତର-ପୂର୍ବ ରାଜ୍ୟ ମଣିପୁର ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଏହି ପ୍ରସଙ୍ଗରେ ବିରୋଧି ଦଳ ଗୁଡି଼କ ପୂର୍ଣ୍ଣାଙ୍ଗ ଆଲୋଚନା ନେଇ ପ୍ରସ୍ତାବ ରଖିଛନ୍ତି। ତେଣୁ ଅଧିବେଶନ ଜାରି ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ ନାହିଁ। ଅଧିବେଶନ ପୂର୍ବରୁ ଅଦଳବଦଳ ହୋଇପାରିଥାନ୍ତା। ମାତ୍ର ହରସିମରତ କୌର, ଜୟନ୍ତ ଚୌଧୁରୀ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କୁ କରାଯାଇଥିବା ପ୍ଲାନ ଫେଲ୍ ମାରିଥିଲା। ତେଣୁ ଅଧିବେଶନ…

Read More

ସମର୍ଥନ କର ନହେଲେ ଓ୍ୱାକ୍ ଆଉଟ୍ କର, ବିଜେଡିକୁ ବିଜେପିର ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ ଅଧ୍ୟାଦେଶ ବିଲ୍ ରାଜ୍ୟସଭାରେ ଆଗତ ହେଲେ ବିଜେଡି କଣ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ବିଜେଡି ଏବଂ ଜଗନମୋହନ ରେଡ୍ଡିଙ୍କ ଓ୍ୱାଇଏସଆର କଂଗ୍ରେସ ଗୋଟିଏ ମାର୍ଗରେ ଯାଇପାରନ୍ତି। ଏହି ଦୁଇ ଦଳର ନଅ ଖଣ୍ଡ ଭୋଟ ବିଜେପିକୁ ହରାଇ ଦେବାର ସାମର୍ଥ୍ୟ ରଖୁଛି। ସିଧାସଳଖ ବିଲ୍ କୁ ସମର୍ଥନ କିମ୍ବା ବିରୋଧ କରିବା ପାଇଁ ଚାହୁଁନି ବିଜେଡି। ତେଣୁ…

Read More

ବିଜେଡ଼ିକୁ “ବିଦ୍ରୋହ“ ଅଡୁଆ , କାମ୍ପ ଭୋଟରଙ୍କୁ ନେଇ ସବୁ ଶିବିରରେ କମ୍ପନ, ତୃତୀୟ ବିଜୟ ଲକ୍ଷ୍ୟରେ ନାରାୟଣ… ଜମିଲାଣି ପାରଳାଖେମୁଣ୍ଡି ରାଜନୀତି

ପାରଳାଖେମୁଣ୍ଡି:  ସାରା ରାଜ୍ୟରେ ବିଜେଡିର ଉତ୍ତମ ସଙ୍ଗଠନ। ହେଲେ ଗଜପତି ଜିଲ୍ଲା କଥା ପଡ଼ିଲେ ଏହି ଉତ୍ତମ ଶବ୍ଦଟି ଉଭାନ ହୋଇଯାଏ। ବିଶେଷ କରି ଏହି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହା ବୋଧହୁଏ, ରାଜ୍ୟର ଗୋଟିଏ ନିର୍ବାଚନମଣ୍ଡଳୀ ଯେଉଁଠି ବିଜେଡି ଅପେକ୍ଷା ବିଜେପି ଓ କଂଗ୍ରେସ ଅଧିକ ଶକ୍ତିଶାଳୀ ମନେ ହୁଏ।  ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ଭିତରେ ଟିକେଟ୍ ଆଶାୟୀଙ୍କ…

Read More

ସଭାରେ କୁସୁମଙ୍କୁ କାହିଁକି ଚେତାଇଦେଲେ ଜନତା… କହିଲେ କଣ…

ସୁନ୍ଦରଗଡ଼ : କୁସୁମ ମ୍ୟାଡାମ୍ ଦଳ ଛାଡନ୍ତୁନି। ପୁଣି ଜିତିବେ। ଦଳ ଛାଡିଦେଲେ ଆପଣ ହାରିଯିବେ। ଏକଥା ସିଧାସଳଖ ଗୋଟିଏ ଜନସଭାରେ ସୁନ୍ଦରଗଡ଼ ବିଧାୟକଙ୍କୁ କହିଥିଲେ ସ୍ଥାନୀୟ ବାସିନ୍ଦା ରବିଚନ୍ଦ୍ର ପଟେଲ। ଶ୍ରୀ ପଟେଲ ଏପରି କହିବା ସମୟରେ କିଛି ସମୟ ସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ମଞ୍ଚରେ ଉପସ୍ଥିତ ଥିବା କୁସୁମ ଟେଟେ ବି ଏହି କଥା ଶୁଣି ହସିଦେଇଥିଲେ। କେବଳ ଶ୍ରୀମତୀ ଟେଟେ ନୁହଁନ୍ତି, ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ତଳସରା…

Read More

ନିଜର ନୁହେଁ, ମୁଖ୍ୟମନ୍ତ୍ରୀ ଏବଂ ସଫଳ ଯୋଜନାର ରିଲ୍ସ କର

ଭୁବନେଶ୍ୱର : ଓଡ଼ିଶା ରାଜନୀତି ନବୀନ ବାବୁଙ୍କ ଚାରିପଟେ ବୁଲୁଛି। ତାଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ହିଁ ଦଳକୁ ବିଜୟୀ କରୁଛି। ତେଣୁ ତାଙ୍କ ଯୋଜନା ଏବଂ ରାଜନୈତିକ ପଥ ସମସ୍ତେ ଅନୁସରଣ କରିବା ଉଚିତ। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। କମ୍ ସମୟରେ ଭିଡିଓ କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କ ନିକକୁ ବାର୍ତ୍ତା ପହଞ୍ଚାଯାଇପାରିବ। ରିଲ୍ସ କରାଯାଉ ହେଲେ ଆତ୍ମ ପ୍ରଚାର ନ ହେଉ। ସରକାରୀ ଯୋଜନା ଓ ବିରୋଧିଙ୍କୁ ଆକ୍ରମଣ କରାଯାଉ। କେତେକ ଯୁବ କର୍ମୀମାନେ…

Read More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଗମନ, ତାଳଚେର-ଅନୁଗୁଳ ରାଜନୀତିରେ ବଦଳୁଥିବା ପବନ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର,ଅନୁଗୋଳକୁ ଏକାଧିକ ଥର ଗସ୍ତ ଜାରି ରଖିଛନ୍ତି। ପ୍ରତିଥର ଆସିଲେ ଏକାଧିକ ପ୍ରକଳ୍ପ ଶିଳାନ୍ୟାସ ସହ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସେ ଏଥର ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ରହିଛି। ତାଙ୍କ ପସନ୍ଦର 2ଟି ଆସନ ମଧ୍ୟରୁ ଢେଙ୍କାନାଳ ଅନ୍ୟତମ। ତେଣୁ ଢେଙ୍କାନାଳ-ଅନଗୁଳୁ ରାଜନୀତି ଶ୍ରୀ ପ୍ରଧାନଙ୍କ ଚାରିପଟେ ବୁଲୁଛି। ତାଙ୍କ ଗସ୍ତକୁ ବିଜେଡି ବଡ଼ ଆକାରରେ ବିରୋଧ କରି ନ ଥାଏ। ହେଲେ ନିକଟରେ ବିଜେଡି…

Read More