
ରାଜ୍ୟରେ କାମ କରୁନି କି ଡବଲ ଇଞ୍ଜିନ୍,ମାନ୍ଦା ହେଲାଣି ଅର୍ଥନୀତି
ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)_ଅକ୍ଟୋବର ଶେଷ ସୁଦ୍ଧା ସରକାର ବଜେଟ ଅନୁସାରେ ପାଇବାକୁ ଥିବା ଆୟର ୫୮% ଆସିଯିବା କଥା। କାରଣ ଚଳିତ ଆର୍ଥିକ ବର୍ଷର ୭ ମାସ ପାରି ହୋଇ ସାରିଛି । କିନ୍ତୁ ଓଡ଼ିଶା ସରକାରଙ୍କ ଆୟ ଏହି ସମୟ ମଧ୍ୟରେ ହୋଇଛି ମାତ୍ର ୪୯% । ଏହା ମଧ୍ୟରେ ଆଗ ଇଞ୍ଜିନ୍ ଠାରୁ ପାଇବାକୁ ଥିବା ଆୟ ମାତ୍ର ୪୪% । ଆଗରୁ ମୁଁ ପରନ୍ତୁ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲି କେମିତି କେନ୍ଦ୍ର…