ନୂଆବର୍ଷରେ ଇଣ୍ଡିଆ ମେଣ୍ଟର ପୁର୍ନଗଠନ, କଂଗ୍ରେସ ଫୋକସ୍ ଡର୍ଜନେ ଲୋକସଭା, ସହଯୋଗୀଙ୍କୁ ଛାଡିବ ବିଧାନସଭା ଆସନ

ଭୁବନେଶ୍ୱର :  କୋରାପୁଟ, ନବରଙ୍ଗପୁର,ବ୍ରହ୍ମପୁର,କନ୍ଧମାଳ, ଭଦ୍ରକ, ସୁନ୍ଦରଗଡ଼,ବାଲେଶ୍ୱର,କଟକ,ଜଗତସିଂହପୁର,ଢେଙ୍କାନାଳ,କଳାହାଣ୍ଡି ଲୋକସଭା ନିର୍ବାଚନକୁ ଏଆଇସିସି ଓଡ଼ିଶାର ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ରଖି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛି। କୋରାପୁଟ ଓ ବାଲେଶ୍ୱରରେ ଦଳର ଜିତିବା ସମ୍ଭାବନା ଥିବା ଏଆଇସିସି ରିସର୍ଚ୍ଚ ଟିମ୍ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି। ଦ୍ୱିତୀୟତଃ ପୁରୀ, ଭୁବନେଶ୍ୱର ଏବଂ ବରଗଡ଼ରେ ଦଳର ଭୋଟ ହାର ବୃଦ୍ଧି କରିବାକୁ ଏଆଇସିସି ପରାମର୍ଶ ଦେଇଛି। ଯଥାସମ୍ଭବ ଏହି ଆସନ ଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସହ ଏହା…

Read More

ଖଡଗେ-ରାହୁଲଙ୍କ ସହ ଓଡ଼ିଶାର କଂଗ୍ରେସ ନେତା କ’ଣ କଥା ହେଲେ…ଚେଲ୍ଲାଙ୍କ ଗୁମର ଖୋଲିଲା….ସୁର ରାଉତରାୟ ରହିଲେନି…

ଭୁବନେଶ୍ୱର :  କଂଗ୍ରେସର ପ୍ରାୟ ୧୫ ପ୍ରତିଶତ ଭୋଟ ରହିଛି।  ଦକ୍ଷିଣ ଓଡ଼ିଶାରେ ଦଲ ମଜଭୁତ ରହିଛି। ମାତ୍ର ସେହିଭଳି ଭାବେ ସାଙ୍ଗଠନିକ କାମ ହୋଇପାରୁନାହିଁ କାହିଁକି। ସୁନୀଲ କାନୁଗୋଲୁଙ୍କ ଟିମ୍ ଦ୍ୱାରା କରାଯାଇଥିବା ସର୍ଭେରୁ ବିଧାୟକମାନଙ୍କ ନାଁରେ କାହିଁକି ନକରାତ୍ମକ ମତ ଆସୁଛି। ଆପଣମାନେ ବିଜେଡ଼ି ଠାରୁ ବହୁଳ ଆର୍ଥିକ ଫାଇଦା ପାଉଥିବା କଥା କାହିଁକି ଉଠୁଛି। ଏହି ଭଳି ଢଙ୍ଗରେ ଓଡ଼ିଶା କଂଗ୍ରେସ ନେତାଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ କରିଥିଲେ। ଏପରିକି…

Read More

ଓଡ଼ିଶା ବିଜେପି ନେତାଙ୍କୁ ମୋଦିଙ୍କ ପରାମର୍ଶ : ଲୋକଙ୍କ ଭାବନାକୁ ପଢ, ବୁଝାମଣା କଥା ମୁଣ୍ଡରୁ କାଢ..ପରିବର୍ତ୍ତନ ନିଶ୍ଚିତ ଥିଲେ..କିଏ ବା ରୋକିବ…

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ଆସୁଛି। ତୃଣମୂଳରେ ମଜଭୁତ୍ ଭାବରେ ଲଢ। ରାଜନୀତିରେ କେତେବେଳେ କଣ ହେବ, ତାହା କାହାରିକୁ ବି ଜଣାନାହିଁ। ବିଜେଡି ସହ ବୁଝାମଣା କଥା ମୁଣ୍ଡରୁ କାଢ। ଓଡ଼ିଶାବାସୀ ଯଦି ବିଜେଡିକୁ ହରାଇବା ଚାହୁଁଥିବେ, ତେବେ ଆମକୁ ଲଢିବାରେ ଅସୁବିଧା କଣ। ଛତିଶଗଡ଼ରେ ହାରିଥିବା ବାଜି ଆମେ ଜିତିପାରିଲେ। ତେଣୁ ଆଗାମୀ ଲଢେଇ ଜିତିବା ପାଇଁ ଲଢ। ମୋର ଦୃଢ ବିଶ୍ୱାସ ଆମର ବିଧାନସଭା ଆସନ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ। ଏହିପରି…

Read More

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ, ପୂର୍ବ ପ୍ରତିଶ୍ରୁତି  ପୂରଣ ନ କରିବା ସହ ରାଉରକେଲା ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଆଣିଲେ ଅଭିଯୋଗ..

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗତବର୍ଷ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସୁଯୋଗ ନ ମିଳିବାରୁ ସେ ଶିଶୁ ଭବନ ଛକ ଏକ ଉଚ୍ଚ ସ୍ଥାନକୁ ଚଢିଯାଇଥିଲେ। ପ୍ରାୟ ତିନିରୁ ଚାରି ଘଣ୍ଟା ପାଇଁ ରାଜଧାନୀରେ ଚକାଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। କମିସନରେଟ୍ ପୁଲିସ୍ ଠାରୁ ଆରମ୍ଭ କରି ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ନୟାନ୍ତ ହେବାକୁ ପଡ଼ିଥିଲା।  ଏହାର ଠିକ୍…

Read More

ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ଆଲୋଚନା ବିଫଳ ବୋଲି କାହିଁକି କୁହାଯାଉଛି…..

ଭୁବନେଶ୍ୱର :  ରାଜ୍ୟ କଂଗ୍ରେସର ନେତୃ ମଣ୍ଡଳୀ ଏବଂ ବିଧାୟକ-ସାଂସଦ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଖବର ଲେଖାହେବାବେଳକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେମାନଙ୍କୁ ଭେଟି ଆଲୋଚନା କରୁଛନ୍ତି। ସାଧାରଣ ନିର୍ବାଚନ ଆଗକୁ ଆସୁଥିବାର କଂଗ୍ରେସ ପକ୍ଷରୁ ଏପରି ଭେଟଘାଟ୍ ଆୟୋଜନ କରାଯାଇଛି। ମାତ୍ର ପ୍ରଶ୍ନ ଉଠେ କେଉଁ ସବୁ ପ୍ରସଙ୍ଗ ଓ ଦିଗକୁ ବିଚାର କରି ଏଆଇସିସି ଶରତ ପଟ୍ଟନାୟକଙ୍କ ହାତକୁ ନେତୃତ୍ୱ ଦେଇଥିଲା। ଏହାର ଆଧାର…

Read More

ଜୁଏଲ ଓରାମଙ୍କୁ କ’ଣ ସତରେ ମାରି ଦେଇଥାନ୍ତେ ଅଶୋକ ଦାସ, ସେଦିନ କ’ଣ ହୋଇଥିଲା ଓଡ଼ିଶା ବିଧାନସଭାରେ….

ଭୁବନେଶ୍ୱର :  ଜନତା ଦଳର ବର୍ଷିୟାନ ନେତା ଅଶୋକ ଦାସଙ୍କୁ ଜୀବନରେ ଭୁଲି ପାରିବେନି ବିଜେପି ନେତା ଜୁଏଲ୍ ଓରାମ। ସପ୍ତମ ଲୋକସଭା ଥିଲା ୧୯୮୯-୧୯୮୧। ଏହା ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୦ରେ ଜନତା ଦଳର ଏଠି ରାଜ୍ୟରେ ସରକାର ଗଠନ କରି ସାରିଥାନ୍ତି।  ମାତ୍ର ବିଜେପିର ରାମ ଜନ୍ମଭୂମି ରଥଯାତ୍ରାକୁ ବିରୋଧ କରିବାରୁ ଭିପି ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଲା ଗୈରିକ ଦଳ। ଫଳରେ ଭିପି ସିଂଙ୍କ  ସରକାର ଭାଙ୍ଗିଯାଇଥିଲା। ହେଲେ ସେଦିନ…

Read More

ଲୋକସଭା ଅପେକ୍ଷା ବିଧାନସଭା ଲଢିବାକୁ ବିଜେପି ନେତାଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର :  ମଧ୍ୟପ୍ରଦେଶ , ଛତିଶଗଡ଼ ଏବଂ ରାଜସ୍ଥାନ ବିଜୟ ସହ ତେଲେଙ୍ଗାନାରେ ଭୋଟ ପ୍ରତିଶତ ବଢିବା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକରେ ନିଆଯାଇଥିବା କିଛି ରାଜନୈତିକ କୌଶଳ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ଏନେଇ ପ୍ରଭାରୀ ସୁନୀଲ ବଂଶଲ ଏବଂ ଟିମ୍ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦିରେ ଯେପରି କେତେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ , ସାଂସଦମାନଙ୍କୁ ବିଧାନସଭା ଲଢିବାକୁ…

Read More

ବିଜେପିର ଛତିଶଗଡ଼ ବିଜୟ କାହିଁକି ବିଜେଡି ନିଦ ହଜାଇଛି ?

ବିଜେଡି ସବୁ ବେଳେ ବିରୋଧିଙ୍କୁ ପ୍ରଶ୍ନ କରିଥାଏ ଯେ, ନବୀନ ପଟ୍ଟନାୟକଙ୍କ ବିକଳ୍ପ କିଏ ? ସାମାଜିକ ସମୀକରଣ ଅପେକ୍ଷା ବିକାଶ ରାଜନୀତିର ପ୍ରଚାରପ୍ରସାରକୁ ଗୁରୁତ୍ୱ ଦେଇଥାଏ। ମାତ୍ର ନିକଟରେ ପ୍ରକାଶ ପାଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ସବୁ ଅଙ୍କ ବିଗାଡ଼ି ଦେଇଛି। ଏହା ରାଜ୍ୟରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥିଲା। ସେହିପରି କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଥିବା ଭୂପେଶ ବାଘେଲ ନିଜ କାମ ଏବଂ ଯୋଜନାକୁ ଅଧିକ ପ୍ରଚାର କରୁଥିଲେ।…

Read More

ଜାନୁୟାରୀ ସର୍ଭେକୁ ଅଶ୍ୱିନୀ ବୈଷ୍ଣବଙ୍କ ଅପେକ୍ଷା , ଓଡ଼ିଶାରୁ ଲଢିବେ ନା ନାହିଁ…ନେବେ ନିଷ୍ପତ୍ତି…

ବାଲେଶ୍ୱର :  ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଲୋକ କଣ ଚାହୁଁଛନ୍ତି ? ସେମାନେ କଣ ପୁଣି ଥରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ? ଗତଥର ଥିବା ବିଜେପି ସପକ୍ଷବାଦୀ ପରିବେଶ ଏଥର ରହିବ ତ? ଯଦି ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ନ ହୁଅନ୍ତି, ତେବେ କିଏ ବିଜେପିରୁ ପ୍ରାର୍ଥୀ ହେଲେ ଭଲ? ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ହେଲେ ବାଲେଶ୍ୱର ଲୋକସଭାରୁ ଜିତି ପାରିବେ କି ? ଐର ଖାରବେଳ ସ୍ୱାଇଁ-ପ୍ରତାପ ଷଡଙ୍ଗୀ-ଅଶ୍ୱିନୀ ବୈଷ୍ଣବ..ଏମାନଙ୍କ ମଧ୍ୟରୁ କିଏ ବିଜେପି…

Read More

ନିର୍ବାଚନ ଲଢିବେନି ପାଣ୍ଡିଆନ୍

ଭୁବନେଶ୍ୱର : ଭି.କେ ପାଣ୍ଡିଆନ୍ ବୋଧେ କାର୍ଯ୍ୟକାରୀ ସଭାପତି ହେବେ। ନାଁ ସେ ବୋଧେ ବରିଷ୍ଠ ଉପସଭାପତି ହେବେ। ନଚେତ୍ ଦଳର ସାଧାରଣ ସମ୍ପାଦକ ପଦରେ ରହି ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବେ। ମାତ୍ର ଏପରି ସମସ୍ତ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି। ଭି.କେ ପାଣ୍ଡିଆନଙ୍କୁ  କୌଣସି ପଦ ମିଳିବା ନେଇ ଦଳୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇନାହିଁ। ବରଂ ଶ୍ରୀ ପାଣ୍ଡିଆନ୍ ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର…

Read More