ନିର୍ବାଚନ ଲଢିବେନି ପାଣ୍ଡିଆନ୍
ଭୁବନେଶ୍ୱର : ଭି.କେ ପାଣ୍ଡିଆନ୍ ବୋଧେ କାର୍ଯ୍ୟକାରୀ ସଭାପତି ହେବେ। ନାଁ ସେ ବୋଧେ ବରିଷ୍ଠ ଉପସଭାପତି ହେବେ। ନଚେତ୍ ଦଳର ସାଧାରଣ ସମ୍ପାଦକ ପଦରେ ରହି ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବେ। ମାତ୍ର ଏପରି ସମସ୍ତ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି। ଭି.କେ ପାଣ୍ଡିଆନଙ୍କୁ କୌଣସି ପଦ ମିଳିବା ନେଇ ଦଳୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇନାହିଁ। ବରଂ ଶ୍ରୀ ପାଣ୍ଡିଆନ୍ ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର…
