
ସୁରଙ୍କ କଥା ମାନିଲେନି ପୁଅ ମନ୍ମଥ, କହିଲେ କଂଗ୍ରେସରୁ ଲଢିବି ନାହିଁ….
ଜଟଣୀ : ମୁଁ କଂଗ୍ରେସ ଓ ମୋ ପରିବାର କଂଗ୍ରେସ । ମୁଁ କଂଗ୍ରେସ ଛାଡିବିନି । ମୋ ପୁଅ କଂଗ୍ରେସରୁ ଲଢିବ। ଏକଥା କହିଥିଲେ କଂଗ୍ରେସର ସବୁଠୁ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ। ହେଲେ ସମୟ ଚକ୍ରରେ ସେହି କଥା ଆଉ କହିପାରିବେନି । କାରଣ ଜନ୍ମାଷ୍ଟମୀ ଦିନ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁରଙ୍କ ପୁଅ ମନ୍ମଥ ନିଆରା ଢଙ୍ଗରେ ତାଙ୍କୁ ଲୋକହସା କରିଛନ୍ତି । ମନ୍ମଥ ରାଉତରାୟ କହିଛନ୍ତି ଯେ, କଂଗ୍ରେସ…