ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ପାଇଁ ପୃଥକ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ କରିବାକୁ ଓଡ଼ିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପରଜଙ୍ଗ ବ୍ଲକରେ ପ୍ରାୟ ୨ ଲକ୍ଷ ଏବଂ କଙ୍କଡାହାଡ ବ୍ଲକରେ ପ୍ରାୟ ୧ ଲକ୍ଷରୁ…

Read More

ଅସନ୍ତୋଷର ଦୋକାନ ନାହିଁ, ଏହା ଆପେ ଫୁଟିକି ବାହାରିବ : ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ଅଣ୍ଡା ଦୋକାନ ବନ୍ଦ କରିହେବ। ହେଲେ ଅସନ୍ତୋଷ କେମିତି ବନ୍ଦ ହେବ। ଅଣ୍ଡାର ସିନା ଦୋକାନ ଅଛି। ହେଲେ ଅସନ୍ତୋଷର ଦୋକାନ ନାହିଁ। ତେଣୁ ଅସନ୍ତୋଷ ଲୋକମାନଙ୍କ ମଧ୍ୟରେ ଫୁଟିକି ବାହାରିବ ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେହିପରି ବିଜେପି କଦାପି ବିଜେଡିର ବିକଳ୍ପ ହୋଇପାରିବ ନାହିଁ…

Read More

ସଭାରେ କୁସୁମଙ୍କୁ କାହିଁକି ଚେତାଇଦେଲେ ଜନତା… କହିଲେ କଣ…

ସୁନ୍ଦରଗଡ଼ : କୁସୁମ ମ୍ୟାଡାମ୍ ଦଳ ଛାଡନ୍ତୁନି। ପୁଣି ଜିତିବେ। ଦଳ ଛାଡିଦେଲେ ଆପଣ ହାରିଯିବେ। ଏକଥା ସିଧାସଳଖ ଗୋଟିଏ ଜନସଭାରେ ସୁନ୍ଦରଗଡ଼ ବିଧାୟକଙ୍କୁ କହିଥିଲେ ସ୍ଥାନୀୟ ବାସିନ୍ଦା ରବିଚନ୍ଦ୍ର ପଟେଲ। ଶ୍ରୀ ପଟେଲ ଏପରି କହିବା ସମୟରେ କିଛି ସମୟ ସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ମଞ୍ଚରେ ଉପସ୍ଥିତ ଥିବା କୁସୁମ ଟେଟେ ବି ଏହି କଥା ଶୁଣି ହସିଦେଇଥିଲେ। କେବଳ ଶ୍ରୀମତୀ ଟେଟେ ନୁହଁନ୍ତି, ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ତଳସରା…

Read More

ନେତାଙ୍କୁ ନେଇଯିବା ସହଜ, ଜନତାଙ୍କୁ ବିଜେପି କେମିତି ନବ : ଶରଦ ପାଓ୍ୱାର

ନାସିକ୍ : ଆସନ୍ତା ଲୋକସଭା ନିର୍ବାଚନରେ କୌଣସି ପ୍ରକାରରେ କ୍ଷମତା ହାସଲ କରିବାକୁ ବିଜେପି ଚାହୁଁଛି। ତେଣୁ ଶକ୍ତିଶାଳୀଥିବା ଆଞ୍ଚଳିକ ଦଳଗୁଡିକୁ ଶକ୍ତିହୀନ କରିବାକୁ ଚେଷ୍ଟା କରୁଛି। ଏହି କ୍ରମରେ ଶିବସେନା,ଏନସିପି, ଜେଡିୟୁ ଇତ୍ୟାଦି ଦଳକୁ ଟାର୍ଗେଟ କରୁଥିବା ଶରଦ ପାଓ୍ୱାର କହିଛନ୍ତି। ମହାରାଷ୍ଟ୍ରର ନାସିକ୍ ସହରରେ ବକ୍ତବ୍ୟ ରଖି ଶ୍ରୀ ପାଓ୍ୱାର ଏହା କହିଛନ୍ତି। ଶରତ କହିଛନ୍ତି ଯେ,  ବିଜେପି ଦେଶର ବିଭିନ୍ନ ରାଜ୍ୟରେ ଶକ୍ତିଶାଳୀ ଥିବା ଆଞ୍ଚଳିକ ଦଳଗୁଡ଼ିକୁ ମାଟିରେ ମିଶାଇବାକୁ ଚେଷ୍ଟା କରୁଛି।…

Read More

ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ୧୧ ମୃତ

କୋଲ୍‌କାତା: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ  ହିଂସାକାଣ୍ଡ ଘଟି ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଘରଦ୍ବାରା ନଷ୍ଟ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ‘ତୃଣମୂଳ କଂଗ୍ରେସ’ର ୫ଜଣ , ‘ବିଜେପି’, ‘ସିପିଆଇ(ଏମ୍‌)’ଓ ‘କଂଗ୍ରେସ’ର ଜଣେ ଲେଖାଏଁ କର୍ମୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ରହିଛନ୍ତି ।ଏହାଛଡ଼ା, ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଭୀଷଣ ସଂଘର୍ଷ ଘଟି ବିଭିନ୍ନ ରାଜନୈତିକ…

Read More

ବିଜେପି ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ସମ୍ଭାବନା, ଧର୍ମେନ୍ଦ୍ରଙ୍କୁ ନେଇ କଣ ରହିଛି ପ୍ଲାନ….ଜାଣନ୍ତୁ…

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଲାଣି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରମ୍ ରେ ବିଧାନସଭା ଭୋଟ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ସରକାର ବଞ୍ଚାଇବା ବିଜେପି ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ। କଂଗ୍ରେସ କଳିରୁ ରାଜସ୍ଥାନରେ ଫାଇଦା ନେବା, ଗତଥର ଅପେକ୍ଷା ଛତିଶଗଡ଼ରେ ଭଲ ପ୍ରଦର୍ଶନ କରିବା ଏବଂ ତେଲେଙ୍ଗାନାରେ ପୌର ନିର୍ବାଚନ ଫଳାଫଳ ବଜାୟ ରଖିବା ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରୁଛି। ଏହି କ୍ରମରେ…

Read More

୨୦୨୪ରେ କେଉଁ ଭୂମିକାରେ ରହିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ତାଙ୍କୁ ସୁରକ୍ଷା ଦେବା ପାଇଁ କିଏ ଆଗେଇ ଆସିଲେ..ଜାଣନ୍ତୁ

ଭୁବନେଶ୍ୱର : ବିଜେଡି ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କିଛିଦିନ ତଳେ ଏ ସମ୍ପାଦକୀୟ ଲେଖି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ। ଏହା ପରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(5-ଟି) ମୁଖ୍ୟମନ୍ତ୍ରୀଙ୍କର ଏକ ଅଡିଓ ବାର୍ତ୍ତା ସାର୍ବଜନୀନ କରିଥିଲେ। ଏହା ପରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ଚିଠି ଏବଂ ଅପରାଜିତା ଷଡଙ୍ଗୀଙ୍କ ଚିଠି ଘଟଣାକୁ ନୂଆ ମୋଡ଼ ଦେଇଛି। ଏହି କ୍ରମରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ୨୦୨୪ରେ କଣ ଭୂମିକା ରହିବ, ସେ ନେଇ…

Read More

ତେଲେଙ୍ଗାନାରେ ବଦଳୁଛି ରାଜନୈତିକ ପାଣିପାଗ, କେସିଆରଙ୍କୁ ଛାଡି କଂଗ୍ରେସରେ ମିଶୁଛନ୍ତି ନେତା

ହାଇଦ୍ରାବାଦ : କର୍ନାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଦଳ ଉତ୍ସାହିତ ରହିଛି। ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ନିର୍ବାଚନ ରହିଛି। ଏହା ସହିତ ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ରହିଛି। ବର୍ତ୍ତମାନ ସ୍ଥିତିରେ ତେଲେଙ୍ଗାନାରେ କଂଗ୍ରେସ ମଧ୍ୟ ଭଲ କରୁଛି। ଏମିତି କି ପୂର୍ବରୁ କଂଗ୍ରେସ ଛାଡି ବିଆରଏସ୍ ଏବଂ ବିଜେପି ଯାଇଥିବା ନେତା ଦଳକୁ ଫେରିବାକୁ ଚାହୁଁଛନ୍ତି। କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ନିଜର ରଣନୀତି ଆରମ୍ଭ କରିଛନ୍ତି। କିଛି…

Read More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଗମନ, ତାଳଚେର-ଅନୁଗୁଳ ରାଜନୀତିରେ ବଦଳୁଥିବା ପବନ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର,ଅନୁଗୋଳକୁ ଏକାଧିକ ଥର ଗସ୍ତ ଜାରି ରଖିଛନ୍ତି। ପ୍ରତିଥର ଆସିଲେ ଏକାଧିକ ପ୍ରକଳ୍ପ ଶିଳାନ୍ୟାସ ସହ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସେ ଏଥର ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ରହିଛି। ତାଙ୍କ ପସନ୍ଦର 2ଟି ଆସନ ମଧ୍ୟରୁ ଢେଙ୍କାନାଳ ଅନ୍ୟତମ। ତେଣୁ ଢେଙ୍କାନାଳ-ଅନଗୁଳୁ ରାଜନୀତି ଶ୍ରୀ ପ୍ରଧାନଙ୍କ ଚାରିପଟେ ବୁଲୁଛି। ତାଙ୍କ ଗସ୍ତକୁ ବିଜେଡି ବଡ଼ ଆକାରରେ ବିରୋଧ କରି ନ ଥାଏ। ହେଲେ ନିକଟରେ ବିଜେଡି…

Read More

ରାଜଧାନୀରେ ଟାଟା ପାଓ୍ୱାର କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଭୁବନେଶ୍ୱର : ଓଡ଼ିଶାରେ ଟାଟା ପାୱାର ବିଜୁଳି ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ନେବା ପରଠାରୁ ବିବାଦ ପିଛା ଛାଡୁନି । ଅଘୋଷିତ ବିଦ୍ୟୁତ କାଟ୍‌ ଏବଂ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଚଳିତ ଗ୍ରୀଷ୍ମରେ ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେ ପୁଣି ବିଦ୍ୟୁତ୍‌‌ ବିଲ୍ ଆଦାୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଟାଟା ପାୱାର ଅଫିସରେ ସୋମବାର ମଧ୍ୟାହ୍ନରେ ତାଲା ପକାଇଛି ବିଜେପି। ପୁଣି ବିଜୁଳି ବିଲରେ…

Read More