ରାଜଧାନୀରେ ଟାଟା ପାଓ୍ୱାର କାର୍ଯ୍ୟାଳୟ ଘେରାଉ କଲା ବିଜେପି
ଭୁବନେଶ୍ୱର : ଓଡ଼ିଶାରେ ଟାଟା ପାୱାର ବିଜୁଳି ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ନେବା ପରଠାରୁ ବିବାଦ ପିଛା ଛାଡୁନି । ଅଘୋଷିତ ବିଦ୍ୟୁତ କାଟ୍ ଏବଂ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଚଳିତ ଗ୍ରୀଷ୍ମରେ ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେ ପୁଣି ବିଦ୍ୟୁତ୍ ବିଲ୍ ଆଦାୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଟାଟା ପାୱାର ଅଫିସରେ ସୋମବାର ମଧ୍ୟାହ୍ନରେ ତାଲା ପକାଇଛି ବିଜେପି। ପୁଣି ବିଜୁଳି ବିଲରେ…
