ଶେଷ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶାରେ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି…

ଜୁନ୍ ୧ ରେ ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଲୋକେ ନିଜର ନେତା ବାଛିବେ । ସେଥିପାଇଁ ପ୍ରମୁଖ ୩ ଦଳ ଜୋରସୋର ରେ ପ୍ରସ୍ତୁତିରେ ଲାଗିଛନ୍ତି। ଓଡ଼ିଶାରେ ଶେଷ ବାଜି ଖେଳିବା ପାଇଁ ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ବାରିପଦାରେ କ୍ୟାମ୍ପେନ୍ କରିବେ। ପ୍ରଧାମନ୍ତ୍ରୀଙ୍କ ପ୍ରଥମେ ବାରିପଦାରେ ନିର୍ବାଚନୀ ସଭାକୁ ସମ୍ବୋଧିତ…

Read More

ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ପୁଣି କହିଲେ ପ୍ରଧାନମନ୍ତ୍ରୀ ମୋଦି…

ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ସରକାର ଗଠନ କରିବା ନେଇ ପୁଣି କହିଛନ୍ତି । ସେ କହିଛନ୍ତି ଭାରତର ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ। କିନ୍ତୁ ଏବେ ବି ଓଡ଼ିଶା ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୨୫ ବର୍ଷ ଭିତରେ ଏଠାରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ। ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ବନ୍ଧନରୁ ମୁକ୍ତ ହେଲେ…

Read More

ଓଡ଼ିଶା ଗସ୍ତରେ ବିଶ୍ୱଶର୍ମା,୮ ସ୍ଥାନରେ କରିବେ ପ୍ରଚାର…

ଭୁବନେଶ୍ଵର: ଶେଷ ପର୍ଯ୍ୟାୟ ନିର୍ବାଚନରେ ଯୋର ଲଗେଇବା ପାଇଁ ରାଜ୍ୟରେ ହେବିୱେଟ ନେତାଙ୍କ ଗହଳ ଚହଳ ଲାଗିଛି  ।ପ୍ରାୟ ୯୦ ପ୍ରତିଶତ ମତଦାନ ଶେଷ ହୋଇଥିବା ବେଳେ ଆଉ ମାତ୍ର ୧୦ ପ୍ରତିଶତ ଭୋଟ ଜୁନ ୧ ରେ  ଗ୍ରହଣ କରାଯିବ । ସେଥିପାଇଁ ମୈଦାନରେ  ନେତା ଏବଂ ତାଙ୍କ ପାଇଁ କ୍ୟାମ୍ପେନର ମଙ୍ଗ ଧରିଛନ୍ତି ଷ୍ଟାର୍‌ ପ୍ରଚାରକ। ଓଡିଶାରେ ବିଜେପିର ଟପ୍ କେନ୍ଦ୍ରୀୟ ନେତା ଡେରା ଦେଇଥିବା ବେଳେ  ଆଜିଠୁ ପୁଣିଥରେ ଦୁଇ ଦିନିଆ ଓଡିଶା…

Read More

ପୁରୀରେ ମୋଦିଙ୍କ ମେଗା ରୋଡ ସୋ”

ପୁରୀ: କାଳିଆ ଦର୍ଶନ କରିବା ପରେ  ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଅଛନ୍ତି ବିଜେପି ସଭାପତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଏହି ରୋଡ ସୋ’’ ସମୟରେ ବଡ ଦାଣ୍ଡରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏହାସହ ମୋଦିଙ୍କୁ ଦେଖିବା ପାଇଁ ରାସ୍ତା କଡ ଓ ପ୍ରତି ଘରର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।…

Read More

ଓଡ଼ିଶାକୁ ଛୁଟୁଛି ବରିଷ୍ଠ ନେତାଙ୍କ ସୁଅ…

ଭୁବନେଶ୍ବର;ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି କିନ୍ତୁ ଆଉ ୩ଟି ପର୍ଯ୍ୟାୟ ଭୋଟ ବାକି ରହିଛି । ନିର୍ବାଚନ ସମର ପାଇଁ ସବୁ ଦଳ ମାନଙ୍କ ପ୍ରସ୍ତୁତି ମଧ୍ୟ ଯୋର ଧରିଛି । ତେବେ ଏହାରି ଭିତରେ ଓଡ଼ିଶାକୁ ହେବିୱେଟ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଗୋଟିଏ ପଟେ  ଭୁନେଶ୍ୱରରେ ନଡ୍ଡାଙ୍କ ରୋଡ୍‌ ସୋ’ । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଛି  । ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ…

Read More

ମୋଦିଙ୍କ ଟାର୍ଗେଟରେ ନବୀନ ; କହିଲେ ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ ସେ ଲୋକଙ୍କ ଦୁଃଖ ବୁଝିବ କେମିତି …

ଫୁଲବାଣୀ:  ଆଜି ଫୁଲବାଣୀରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି। ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଦିଆଯାଉ । ଏହି କାଗଜରେ ଓଡ଼ିଶାର ସବୁ  ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ। ସେ ଲେଖିପାରିବେନି। ଯିଏ ନିଜ ଜିଲ୍ଲାର ନାଆଁ ଜାଣିନାହାନ୍ତି। ସେଭଳି ମୁଖ୍ୟମନ୍ତ୍ରୀ…

Read More

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ…

ଭୁବନେଶ୍ଵର; ପୁଣି ୧୧ ତାରିଖ  ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ଧମାଳ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ କନ୍ଧମାଳରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ତାଙ୍କ ଗସ୍ତକୁ ନେଇ ବିଜେପି ମହଲରେ ଦେଖାଦେଇଛି ଉତ୍ସାହ  । କନ୍ଧମାଳ ଜିଲ୍ଲାର ନେତା ଓ କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାର ଆୟୋଜନ ଆରମ୍ଭ କରିଦେଇଛନ୍ତି । ସେହିପରି ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

Read More

କାହା କଥା ହେବ ସତ …

ଭୁବନେଶ୍ୱର; ନିର୍ବାଚନ ପାଇଁ ଓଡିଶାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇନାହିଁ କି ଲୋକେ ମଧ୍ୟ ଦେଇନାହାଁନ୍ତି  କିନ୍ତି ରାଜ୍ୟର ପ୍ରମୁଖ ୨ ଦଳଙ୍କ ପକ୍ଷରୁ ସରକାର ଗଠନ ଲାଗି ଶପଥ ଗ୍ରହଣ ଉତ୍ସବ କେବେ ହେବ ତାହାର ଘୋଷଣା ସରିଲାଣି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ଅନୁଷ୍ଠିତ ଦୁଇଟି ନିର୍ବାଚନୀ ସଭାରେ ଭାଷଣ ଦେଇ ଏଥର ଓଡିଶାରେ ନିଶ୍ଚିତ ବିଜେପି ସରକାର ଗଢିବ ଏବଂ ଓଡିଶା ମାଟିର ପୁଅ କିମ୍ବା ଝିଅ ଜଣେ ମୁଖ୍ୟମନ୍ତ୍ରୀ…

Read More

ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା …

ବିଜେଡ଼ି ଛାଡି ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପର୍ଶୁରାମ  । ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖି ବିଧାୟକ ପର୍ଶୁରାମ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ…

Read More

ସୋନପୁରରୁ ଶାହା, ଦକ୍ଷିଣ ଓଡ଼ିଶାରୁ ପାଣ୍ଡିଆନ୍ କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ…

ସୋନପୁର/ବିଷମକଟକ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବଭଳି…

Read More