ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଦୋକାନୀକୁ ସ୍ଥାୟୀ ଜମି କେବେ…

ଭୁବନେଶ୍ୱର : କିଛି ଦିନ ତଳେ ଶହୀଦ ନଗର ହାଟ ପାଇଁ ରାଜ୍ୟ ସରକାର ଜମି ମଞ୍ଜୁର କରିଛନ୍ତି। ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ମାତ୍ର ବହୁଚର୍ଚ୍ଚିତ ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କ ପାଇଁ ଏଯାଏଁ ସରକାର ଚୁପ୍ ରହିଛନ୍ତି। ଶହୀଦ ନଗର ମୂଳ ହାଟ ଉଚ୍ଛେଦ ପରେ ଏକ ଅସ୍ଥାୟୀ ସ୍ଥାନରେ ଦୋକାନୀ ମାନଙ୍କୁ ପୂର୍ବରୁ ଥଇଥାନ କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ସ୍ଥାୟୀ ଜମି ମିଳିସାରିଛି। ହେଲେ ଝାରପଡ଼ାରେ ପୂର୍ବ…

Read More

ମେଟ୍ରୋ ଘୋଷଣା ପରେ ବଢୁଛି ଆପାର୍ଟମେଣ୍ଟ ଦର, ଜାଗା କିଣିବାକୁ ଆଗ୍ରହ ଦେଖାଉଛନ୍ତି ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ହେବ। ଏହା କେତେଦୂର କାର୍ଯ୍ୟକାରୀ ହେବ। କେବେ ମେଟ୍ରୋ ଚାଲିବ। ସେ ନେଇ କୌଣସି ସରକାରୀ ଦାବି ନାହିଁ। ମାତ୍ର ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ଘୋଷଣା , କେତେକ ଜମିର ମୂଲ୍ୟ ବୃଦ୍ଧି କରିଦେଇଛି।   ପ୍ରସ୍ତାବିତ ଅଞ୍ଚଳରେ ଥିବା ଜମି ଦର ପ୍ରାୟ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଯେଉଁ ଜମି ବର୍ଗଫୁଟ୍ ପିଛା ତିନି ହଜାର ଥିଲା, ତାହା ଏବେ ପାଞ୍ଚ…

Read More