ବିଜେଡିର ବହୁଜନ – ସାମାଜିକ ନ୍ୟାୟ ରାଜନୀତିକୁ ବବି ମାରିବେ ଜାବୁଡ଼ା …
ଭୁବନେଶ୍ୱର : ଗତ ସାଧାରଣ ନିର୍ବାଚନରେ ବିଜେଡି ଲୋକସଭାରୁ ମୂଳପୋଛ ହୋଇଯାଇଛି। କୌଣସି ବିଧାନସଭା ନିର୍ବାଚନରେ ପରାସ୍ତ ହୋଇ ପ୍ରଥମ ଥର ପାଇଁ ବିରୋଧୀ ଦଳକୁ ଆସିଛି। ଏହା ପୂର୍ବରୁ ଅଳ୍ପ ସମୟ 1998ରୁ 2000 ମସିହା ଯାଏଁ ବିଧାନସଭାରେ କ୍ଷୁଦ୍ର ଅବଧି ପାଇଁ ବିରୋଧୀ ଦଳରେ ରହିଥିଲା। ଅଢେଇ ଦଶନ୍ଧି ମଧ୍ୟରେ ଦେଶ ଓ ରାଜ୍ୟର ରାଜନୀତି ବହୁତ ପରିବର୍ତ୍ତନ ହୋଇଛି। ବିଜେପି ଓ କଂଗ୍ରେସ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଜାବୁଡି ଧରିଛନ୍ତି। ବିଜେପି ରାଷ୍ଟ୍ରପତି…