ପୁଣି ରିଲିଜ୍ ହେଲା ଫରହନ୍ ଅଖତାରଙ୍କ ସିନେମା , ହେଲେ କାରଣ କଣ…

ଫରହାନ ଅଖତର ଏବଂ ସୋନମ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାଗ୍‌ ମିଲ୍‌ଖା ଭାଗ୍‌’ ମୁକ୍ତିଲାଭର ୧୦ ବର୍ଷ ପୂରଣ ହୋଇଛି। ୨୦୧୩ ମସିହାରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରଟି ମିଲ୍‌ଖା ସିଂହଙ୍କ ଜୀବନୀ ଉପରେ ଆଧାରିତ ଥିଲା ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ।ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ଦଶନ୍ଧି ସମାପ୍ତ ହେବା ଅବସରରେ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଫିଲ୍ମର ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରା ଫିଲ୍ମକୁ…

Read More

କାହିଁକି ଭୁବନେଶ୍ୱର ଆସୁଛନ୍ତି ସନ୍ନି ଲିଓନି…କଣ କହିଲେ ଭାଇରାଲ ଭିଡିଓରେ

ଭୁବନେଶ୍ୱର :  ବିବାଦୀୟ ଅଭିନେତ୍ରୀ ସନ୍ନି ଲିଓନି ଓଡ଼ିଶା ଆସୁଛନ୍ତି। ଆସନ୍ତା ମାସରେ ସେ ଓଡ଼ିଶା ଆସିବେ ବୋଲି ଜଣା ପଡିଛି। ଆସନ୍ତା ଅଗଷ୍ଟ ମାସ ବାର ତାରିଖରେ ସନ୍ନି ଲିଓନି ଓଡ଼ିଶା ଆସିବେ। ସେ ନିଜେ ଏହି ସୂଚନା ସାମାଦିକ ଗଣମାଧ୍ୟମରେ ପ୍ରଦାନ କରିଛନ୍ତି। ସେ ଏପରି କହୁଥିବା ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ରାଜଧାନୀର ଏକ କ୍ଲବର ଉତ୍ସବରେ ଯୋଗ ଦେବାକୁ ସନ୍ନି ଲିଓନି ଆସୁଥିବା ଜଣାପଡିଛି।

Read More

ଆଦିତ୍ୟ ରୟ କପୁରଙ୍କୁ ଡେଟିଂ କରୁଛନ୍ତି ଅନନ୍ୟା ପାଣ୍ଡେ, ବାହାଘର ତାରିଖ ନେଇ କହିଲେ  ଏପରି କଥା

ବମ୍ବେ : ରଣବୀର-ଆଲିଆ, ସିଦ୍ଧାର୍ଥ-କିଆରା ପରେ ଆଉ ଗୋଟିଏ ସେଲିବ୍ରିଟି କପଲ୍ ବଲିଉଡରେ ଉଭା ହୋଇପାରନ୍ତି। ଏହି ଦୁଇଜଣ ହେଉଛନ୍ତି-ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ଅନନ୍ୟା ଏବଂ ଆଦିତ୍ୟ ପରସ୍ପରକୁ ଡେଟ୍ କରୁଥିବା ସାମାଜିକ ଗଣମାଧ୍ୟମରୁ ଜଣାପଡିଛି। ସେମାନେ ଖୁବ୍ ଶୀଘ୍ର ନିଜ ରିଲେସନସିପ୍ ବିଷୟରେ ଘୋଷଣା କରିପାରନ୍ତି ବୋଲି ବି-ଟାଉନ୍ ରେ ଆଲୋଚନା ହେଉଛି। ଆର୍ଶ୍ଚଯ୍ୟର କଥା ଦୁଇ ଜଣ ପରସ୍ପରକୁ ଡେଟ୍ କରୁଥିବା କଥା ଏଯାଏଁ ଉଲ୍ଲେଖ  କରିନାହାନ୍ତି। ମାତ୍ର ଏହି…

Read More