ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ଦୁବାଇ ପୁଲିସ୍ ଆଗରେ କଣ କହିଥିଲେ ସ୍ୱାମୀ ବୋନି କପୁର ..

ମୁମ୍ବାଇ : ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ। ୨୪ ଫେବୃଆରୀ, ୨୦୧୮ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଏବେ ବି ବହୁ ଜଣଙ୍କ ପାଇଁ ରହସ୍ୟଜନକ।  ହେଲେ ବହୁ ଦିନ ପରେ ସ୍ତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି ସ୍ୱାମୀ  ବୋନି କପୁର। ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ  ଶ୍ରୀ କପୁର କହିଛନ୍ତି ଯେ,  ଶ୍ରୀଦେବୀ ଠିକଭାବରେ ଖିଆପିଆ କରୁନଥିଲେ। ସେ ବେଳେବେଳେ ଉପାସ ରହୁଥିଲେ। ଏହା ମାଧ୍ୟମରେ ସେ ଭଲ…

Read More