
କଂଗ୍ରେସ ହାଇକମାଣ୍ଡ ଡାକିନାହାନ୍ତି… ଡାକିଲେ ବିଚାର କରିବୁ ବୋଲି କହିଲେ ଶିଶିର, ଅନ୍ତଃକନ୍ଦଳ ଯୋଗୁ ଆଗେଇପାରୁନି ବିଆରଏସ୍
ଭୁବନେଶ୍ୱର : ଭାରତୀୟ ରାଷ୍ଟ୍ର ସମିତି-ବିଆରଏସରେ ଅନ୍ତଃ କନ୍ଦଳ ରହିଛି। ଯାହା ଫଳରେ କମିଟି ଠୁ ଆରମ୍ଭ କରି ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିପାରୁନାହିଁ। କିଛି ଦିନ ତଳେ କୋରାପୁଟ କଂଗ୍ରେସର ଗୋଟିଏ ଗୋଷ୍ଠୀ ନୂଆଦିଲ୍ଲୀ ଗସ୍ତ କରି ହାଇକମାଣ୍ଡଙ୍କୁ ଭେଟିଥିଲେ। ସେଠାରେ ସେମାନେ ଆମ ପରିବାର(ଗିରିଧର ଗମାଙ୍ଗ-ହେମା ଗମାଙ୍ଗ-ଶିଶିର ଗମାଙ୍ଗ)ଙ୍କୁ ଦଳକୁ ଫେରାଇ ଆଣିବା ନେଇ କେତେକ ପ୍ରସ୍ତାବ ଦେଇଥିଲେ। ତେଣୁ ତାଙ୍କ ପରିବାର କଂଗ୍ରେସ ଫେରିବା ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି ବୋଲି…