
ରାଜ୍ୟରେ ଶୁଭାରମ୍ଭ ହେଲା BSKY ନବୀନ କାର୍ଡ , ଉପକୃତ ହେବେ ୯୦ ପ୍ରତିଶତ ଲୋକ …
ପ୍ରତ୍ୟେକ ଜୀବନ ମୂଲ୍ୟବାନ ଦିଗରେ କାମକରୁଥିବା ରାଜ୍ୟ ସରକାର ଆଜି ରାଜ୍ୟରେ BSKY ନବୀନ କାର୍ଡ ଆରମ୍ଭ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କର୍ଡ ମାଧ୍ୟମରେ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ବା ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ। ଟଙ୍କା ଅଭାବରୁ ଯେମିତି କୌଣସି ଲୋକ ଭଲ ଚିକିତ୍ସାରୁ ବଞ୍ଚିତ ନହେବ ସେଥିପାଇଁଲ ଏ କାର୍ଡର…