Debit Card Insurance; ଡେବିଟ କାର୍ଡରୁ କେମିତି କରିବେ ବୀମା ଏହା ପାଇଁ କ’ଣ ରହିଛି ସର୍ତ ଜାଣନ୍ତୁ …

ଦେଶର ପ୍ରାୟ ସବୁ ବ୍ୟାଙ୍କ ଏହି ସମୟରେ ଡେବିଟ କାର୍ଡ ଜରିଆରେ ବୀମା ବା ଇନ୍ସୁରାନ୍ସ କରିହେବ । କିନ୍ତୁ କମ୍ ତଥ୍ୟ ପାଇଁ ଆପଣମାନେ ଏହି ସମସ୍ତ ସୁବିଧାର ଲାଭ ଉଠାଇ ପାରୁନଥିବେ । ତେବେ ଆସନ୍ତୁ ଜାଣିବା କେମିତି ଡେବିଟ କାର୍ଡ ସାହାଯ୍ୟରେ ଏହି ବୀମାର ଲାଭ ଉଠାଇ ପାରିବେ ।କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ସିଙ୍ଗାପୁରର ଡେଭଲପମେଣ୍ଟ ବ୍ୟାଙ୍କ ଭଳି କେତେକ…

Read More