
ଭାରତ ଏବଂ ଏସିଆ ମହାଦେଶର ସବୁଠୁ ଧନୀ ମହିଳା କିଏ….ଆସନ୍ତୁ ଜାଣିବା
ନୂଆଦିଲ୍ଲୀ : ଆମ ଦେଶରେ ଧନୀମାନଙ୍କ କଥା ପଡ଼ିଲେ ଆଖି ଆଗକୁ ଅମ୍ବାନୀ ଓ ଆଦାନୀ ପରିବାରଙ୍କ ନାମ ଆଗକୁ ଚାଲିଆସେ। ହେଲେ ଆମ ଦେଶର ମହିଳା ଉଦ୍ୟୋଗପତି ଧନୀ ଅଛନ୍ତି। ସେମାନେ ଅଦାନୀ ଏବଂ ଅମ୍ବାନୀଙ୍କୁ ସିଧା ଟକ୍କର ଦେଉଛନ୍ତି। ଦେଶର ଯେତେ ମହିଳା ଉଦ୍ୟୋଗୀ ଅଛନ୍ତି, ତାଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି ସାବିତ୍ରୀ ଜିନ୍ଦଲଙ୍କ । ସେ ବର୍ତ୍ତମାନ ଜିନ୍ଦଲଙ୍କ ଗ୍ରୁପ୍କୁ ସମ୍ଭାଳୁଛନ୍ତି। ଦେଶର ଧନୀ ତାଲିକା ମଧ୍ୟରେ ୭୩ ବର୍ଷୀୟା ଏହି…