ଏଥର ଜମିବ ପୂଜା ବେପାର, ଖର୍ଚ୍ଚ ହେବ ଏତିକି ଟଙ୍କା…

ମୁମ୍ବାଇ : ସରିଛି ବିଶ୍ୱକର୍ମା ପୂଜା ଓ ଗଣେଷ ପୂଜା। ଆଗକୁ ଆସୁଛି ଶାରଦୀୟ ମହାପର୍ବ ଦୁର୍ଗା ପୂଜା। ତା ପରେ ଗଜଲକ୍ଷ୍ମୀ ପୂଜା। ପୁଣି ଆସିବ କିଛିଦିନର ବ୍ୟବଧାନ ପରେ ସରସ୍ୱତୀ ପୂଜା। ହେଲେ ଦଶହରା ପୂଜାର ମଜା ନିଆରା। ଏହି ସମୟରେ ବୁଲାବୁଲି ସାଙ୍ଗକୁ ସବୁ ଜିନିଷର ବିକ୍ରି ବଢିଥାଏ। ବହୁ ସାମଗ୍ରୀର କାରବାର ଆକାଶଛୁଆଁ ହୋଇଥାଏ। ତେଣୁ ଆସୁଥିବା ପାର୍ବଣ ଋତୁରେ ଗ୍ରାହକମାନେ ପୋଷାକପତ୍ରଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍, ଗାଡ଼ି କିଣିବେ।…

Read More

ନିଜ ପ୍ରିୟ ସାଙ୍ଗଙ୍କୁ ଦେଇପାରିବେନି ପାସ୍ୱାର୍ଡ

ନୂଆଦିଲ୍ଲୀ : ଥରେ ମନେ ପକାନ୍ତୁ ପ୍ରାୟ ଦୁଇ କିମ୍ବା ଅଢେଇ ବର୍ଷ ତଳର କଥା। କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ଚଳଚ୍ଚିତ୍ର ଏବଂ ଓ୍ୱେବ ସିରିଜ୍ ଦେଖା। ଗୋଟିଏ ସାଙ୍ଗ ସବସ୍କ୍ରିନସନ୍ ନେଇଥିଲେ। ଏକାଧିକ ସାଙ୍ଗ ସେହି ସବସ୍କ୍ରିନସନ୍ ନେଇ ସିନେମା ଓ ସିରିଜ୍ ଦେଖିଥାଆନ୍ତି। ମାତ୍ର ଏବେ ଆଉ ସେମିତି ହୋଇପାରିବ ନାହିଁ।  ଭାରତରେ ଆଜିଠାରୁ ପାସ୍ୱାର୍ଡ ସେୟାରିଂ ଉପରେ ରୋକ ଲଗାଯାଇଛି। ଏବେ ଭାରତୀୟ ନେଟ୍ରଫ୍ଲିକ୍ସ ୟୁଜର ସେମାନଙ୍କ ପ୍ରିୟ…

Read More