
ବଦଳିବେ ଅର୍ଥ ମନ୍ତ୍ରଣାଳୟର ମାଲିକିଆଣି,କିଏ ହେବେ ପରବର୍ତ୍ତୀ ଅର୍ଥମନ୍ତ୍ରୀ…ଓଡ଼ିଶା ସହ କଣ ରହିଛି, ତାଙ୍କ ସମ୍ପର୍କ…ଜାଣନ୍ତୁ
ନୂଆଦିଲ୍ଲୀ : ସଂସଦର ମୋସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି। ଉତ୍ତର-ପୂର୍ବ ରାଜ୍ୟ ମଣିପୁର ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଏହି ପ୍ରସଙ୍ଗରେ ବିରୋଧି ଦଳ ଗୁଡି଼କ ପୂର୍ଣ୍ଣାଙ୍ଗ ଆଲୋଚନା ନେଇ ପ୍ରସ୍ତାବ ରଖିଛନ୍ତି। ତେଣୁ ଅଧିବେଶନ ଜାରି ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ ନାହିଁ। ଅଧିବେଶନ ପୂର୍ବରୁ ଅଦଳବଦଳ ହୋଇପାରିଥାନ୍ତା। ମାତ୍ର ହରସିମରତ କୌର, ଜୟନ୍ତ ଚୌଧୁରୀ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କୁ କରାଯାଇଥିବା ପ୍ଲାନ ଫେଲ୍ ମାରିଥିଲା। ତେଣୁ ଅଧିବେଶନ…