
ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….
ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି। ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି…