Champions trophy: ଚମ୍ପିୟାନ ଟ୍ରଫିର ପ୍ରଥମ ମ୍ୟାଚ ଜିତିବାକୁ ଭାରତ ଆଗରେ ୨୨୯ ରନର ଟାର୍ଗେଟ, ସେପଟେ ଫର୍ମକୁ ଫେରିଲେ ମହମ୍ମଦ ଶାମି

ଦୁବାଇ: ଚମ୍ପିୟାନ ଟ୍ରଫିର ଦ୍ଵିତୀୟ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ମୁକାବିଲା ଚାଲିଛି। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୪୯.୪ ଓଭରରେ ସମସ୍ତ ୱିକେଟ ହାଇର ୨୨୮ ରନ କରଛି। ମ୍ୟାଚକୁ ଜିତିବାକୁ ହେଲା ଭାରତକୁ ୨୨୯ ରନର ଆବଶ୍ୟକତା ରହିଛି। ବାଂଲାଦେଶ ପ୍ରଥମରୁ ମାତ୍ର ୩୫ ରନରେ ୫ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ୬ତମ ୱିକେଟ…

Read More

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା:ରୋହିତ କ୍ୟାପଟେନ, ଦଳରୁ ବାହାରିଲେ ସିରାଜ

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କଲା ଭାରତ। ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି (ବିସିସିଆଇ)। ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ଭଳି ରୋହିତ ଶର୍ମାଙ୍କୁ ଅଧିନାୟକ ରଖାଯାଇଛି। ସେହିପରି ଏହି ଦଳରେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ପଦ ମିଳିଚି। ବିସିସିଆଇର ଚୟନ କମିଟି ଦ୍ୱାରା ଘୋଷିତ ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବଙ୍କୁ…

Read More

୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଆଉ କେବେ ଆୟୋଜନ କରିଥିଲା ଆଇସିସି ଟୁର୍ନାମେଣ୍ଟ ? ଜାଣନ୍ତୁ

ନୂଆଦିଲ୍ଲୀ : ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପାକିସ୍ତାନ ଏହି ମେଗା ଟୁର୍ନାମେଣ୍ଟର ଆୟୋଜଗ କିନ୍ତୁ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ ହାଇବ୍ରିଡ଼ ମଡେଲରେ ଦୁବାଇରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା, ଯେଉଁଥିପାଇଁ ଦୁବାଇକୁ ନିରପେକ୍ଷ ସ୍ଥାନ ଭାବରେ ଚୟନ କରାଯାଇଛି । ଦୀର୍ଘ ସମୟ ପରେ ପାକିସ୍ତାନ କୌଣସି ଆଇସିସି ଇଭେଣ୍ଟର ହୋଷ୍ଟିଂ ଅଧିକାର ପାଇଛି।…

Read More

ICC ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନର ମାଷ୍ଟର ପ୍ଲାନ୍ ! ଇଣ୍ଡିଆ ପାଇଁ କ୍ଷତି?

ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବା ପାଇଁ ଆଉ ମାତ୍ର କିଛି ମାସ ବାକି ରହିଲା| ଏଥି ସହିତ ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ କରିବ। ଦୀର୍ଘ ସମୟ ପରେ ପାକିସ୍ତାନ କୌଣସି ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ନେଇ ସନ୍ଦେହରେ ରହିଛି। ଭାରତ କହିଛି ଯେ ସୁରକ୍ଷା ଦୃଷ୍ଟିରୁ ଆମେ ପାକିସ୍ତାନ ଗସ୍ତ କରିବୁ ନାହିଁ। ଆଇସିସି ଚାମ୍ପିଅନ୍ସ ଟ୍ରଫି ଏକ…

Read More