ଭାରତରେ କ୍ରିକେଟ ଆଉ ଚେସକୁ ନେଇ ଏକ ଆଲେଖ୍ୟ

ଭୁବନେଶ୍ୱର : (ରବି ନାରାୟଣ ସେନାପତି) – ଚେସ ଏବେ ଏକ ଆନ୍ଦୋଳନ ଭାବେ ଦେଖାଯାଇଛି। ଜଣେ କିଶୋର ଏବେ ବିଶ୍ବ ଚମ୍ପିୟାନ ହୋଇଥିବା ବେଳେ ଆଉ ଜଣେ କିଶୋରୀ ଏବେ ବିଶ୍ବ କପ ବିଜେତା। କ୍ରିକେଟ ଏ ଦେଶର ସବୁଠୁ ଲୋକପ୍ରିୟ ଖେଳ ହୋଇପାରେ କିନ୍ତୁ ଯାହା ଜଣାପଡେ ପ୍ରତି ଦିନ ଅଧିକ ଚେସ୍ ଖେଳାଳି ଇଣ୍ଟରନେଟରେ ଚେସ୍ ଖେଳୁଛନ୍ତି। କ୍ରିକେଟ ତ ନେଟରେ ଖେଳି ହେବ ନାହିଁ। କ୍ରିକେଟରେ ତିନୋଟି ଫର୍ମାଟ। ଚେସ ରେ…

Read More

ରନର୍ସଅପରେ ଅଭିଯାନ ସାରିଲେ ପ୍ରଜ୍ଞାନନ୍ଦ

ଚେସ୍ ବିଶ୍ୱକପ୍‌ର ଟାଇବ୍ରେକ୍ ମ୍ୟାଚ୍‌ରେ ନରୱେର ୱାର୍ଲ୍ଡ ନମ୍ବର ୧ ଚେସ୍ ଖେଳାଳି ମାଗ୍ନୁସ୍ କାର୍ଲସେନ୍ ଭାରତର ରମେଶବାବୁ ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଟାଇଟଲ୍ ଜିତିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ଫାଇନାଲରେ ଟାଇବ୍ରେକ୍ ମ୍ୟାଚ୍ ମାଧ୍ୟମରେ ଫଳାଫଳ ସ୍ଥିର କରାଯାଇଛି।ଚେସ ବିଶ୍ୱକପ 2023 ର ଦ୍ୱିତୀୟ ଟାଇବ୍ରେକର ମ୍ୟାଚରେ ଭାରତର ଯୁବ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ ବିଶ୍ୱର ନମ୍ବର ୧ ଖେଳାଳି କାର୍ଲସେନଙ୍କ ପଛରେ ରହିଯାଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଅନ୍ତିମ ସ୍କୋର କାର୍ଲସେନ୍ ୧.୫ ଥିବାବେଳେ…

Read More