ଅନେକ ଆମେରିକୀୟ ଉତ୍ପାଦ ଉପରେ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କଲା ଚୀନ୍, ଏବେ କଣ କରିବେ ଟ୍ରମ୍ପ ?

Us china trade war: ଚୀନ୍ ଅନେକ ଆମେରିକୀୟ ଉତ୍ପାଦ ଉପରେ ୧୦ ରୁ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛି। ଏହି ଶୁଳ୍କ ମାର୍ଚ୍ଚ ୧୦ ତାରିଖରୁ କାର୍ଯ୍ୟକାରୀ ହେବ। ଚୀନ୍ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଶୁଳ୍କଗୁଡ଼ିକ ଚିକେନ୍, ଗହମ, ମକା ଏବଂ କପା ସମେତ ପ୍ରମୁଖ ଆମେରିକୀୟ ରପ୍ତାନି ଉପରେ ଲଗୁ ହେବ। ଏହି ନିଷ୍ପତ୍ତି ବିଶ୍ୱର ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ଚାଲିଥିବା ବାଣିଜ୍ୟ…

Read More

ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କେମିତି ବିଶ୍ୱ ରାଜନୀତି ରଙ୍ଗମଞ୍ଚରେ ଆମେରିକା କିପରି ବୃଦ୍ଧି କରିଥିଲା ଶକ୍ତି…

ନୂଆଦିଲ୍ଲୀ : (ବିଜୟ ସାହୁ)- ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱରେ ସମାଜତାନ୍ତ୍ରିକ ଆର୍ଥିକ ବ୍ୟବସ୍ଥା ପ୍ରତିଷ୍ଠା ସମ୍ଭାବନା ସର୍ବାଧିକ ଥିଲା । କିନ୍ତୁ ପୁଞ୍ଜିବାଦୀ-ସାମ୍ରାଜ୍ୟ ବାଦୀ ବ୍ୟବସ୍ଥା ହିଁ ଶେଷରେ ନିଜର କାୟା ବିସ୍ତାର କଲା । ପୁଞ୍ଜିବାଦର ଏହି କାୟା ବିସ୍ତାର ପାଇଁ ପ୍ରାୟ 8 ଦଶନ୍ଧି ଲାଗିଗଲା । ସୋଭିଏତ କମ୍ୟୁନିଷ୍ଟ ପାର୍ଟିର 1948, ଫେବୃୟାରୀ ପଲିଟିବ୍ୟୁରୋ ଅଧିବେଶନରେ କମ୍ରେଡ଼ ମୋଲତଭ ସେତେବେଳର ଆନ୍ତର୍ଜାତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରତିବେଦନ ରଖିଥିଲେ ।ଏହି…

Read More