
ମୋକ୍କିମ, ଚିରଞ୍ଜୀବଙ୍କ ପାଇଁ ବାହାରିଲେ ସମର୍ଥନ, ଜୋର ଧରିଲା ନିଲମ୍ବନ ପ୍ରତ୍ୟାହାର ଦାବି
ଭୁବନେଶ୍ୱର : ସେ ଦିନ ଭୁବନେଶ୍ୱରର ଜୟଦେବ ଭବନରେ କଂଗ୍ରେସ ଦଳ ବିରୋଧରେ କୌଣସି ଆଲୋଚନା ହୋଇ ନ ଥିଲା। ତାହାକୁ କଦର୍ଥ କରି ହାଇକମାଣ୍ଡ ଆଗରେ ପରିବେଷଣ କରାଯାଇଛି। | ମହମ୍ମଦ ମୋକ୍କିମ ବିନା କଟକରେ କଂଗ୍ରେସକୁ ମହଙ୍ଗା ପଡିବ | ମୋକିମଙ୍କ ପାଇଁ ୪୦ ବର୍ଷ ପରେ କଟକକୁ କଂଗ୍ରେସ ବିଧାୟକ ପଦ ଆସିଥିଲା | ସମସ୍ତ ମହାନଗରରେ କଂଗ୍ରେସ ଶୂନ ଥିବା ବେଳେ ଚଳିତ ନିର୍ବାଚନରେ କଟକରେ ମୋକିମଙ୍କ ଯୋଗୁଁ କଂଗ୍ରେସର ୧୦…