
ଦୁନିଆର ପ୍ରଥମ ସିଏନଜି ବାଇକର ମୂଲ୍ୟ କେତେ ରହିବ ଜାଣନ୍ତୁ…
ଦୁନିଆର ପ୍ରଥମ( ସିଏନଜି)ବାଇକ୍ ଲଂଚ କରିବ ବଜାଜ ଅଟୋ। ବଜାଜ୍ ଅଟୋ ପକ୍ଷରୁ ଆଜି ପୁନେରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାକୁ ଉନ୍ମୋଚନ କରିବେ। ବାଇକ୍ର ନାମ ‘ଫ୍ରିଡମ୍ ୧୨୫’ ରଖାଯାଇଥିବା କୁହାଯାଉଛି। ଏହି ବାଇକ୍ରେ ଉଭୟ ପେଟ୍ରୋଲ୍ ଓ ସିଏନ୍ଜିର ବିକଳ୍ପ ରହିଛି। ସେଥିରେ ଥିବା ସୁଇଚ୍କୁ ବ୍ୟବହାର କରି ଗ୍ରାହକମାନେ ନିଜ ସୁବିଧାର ଇନ୍ଧନ ବିକଳ୍ପ ଚୟନ କରିପାରିବେ। ସିଏନ୍ଜି…