
ପ୍ରସିଦ୍ଧ Jonny Walkerଙ୍କ ଠାରୁ ଆରମ୍ଭ କରି ସବୁରି ପ୍ରିୟ ଜୟୀ ଭାଇଙ୍କ ପର୍ଯ୍ୟନ୍ତ ..ହାସ୍ୟରସର ଜୟ ଯାତ୍ରା
ଭୁବନେଶ୍ୱର : (ବିଜୟ ସାହୁ)-ଜନୀୱାକର ଓରଫ ବଦ୍ଦରୁଦ୍ଦିନ ଜାମାଲ ଉଦ୍ଦିନ ଅଭିନୟ ଜୀବନର ଶେଷ ଆଡକୁ ଲେଖିଥିଲେ -“ସେତେବେଳେ ଆମେ ବିଶୁଦ୍ଧ କମେଡି କରୁଥିଲୁ । ଆମେ ଜାଣିଥିଲୁ ଯେଉଁମାନେ ଫିଲ୍ମ ଦେଖିବାକୁ ଆସୁଥିଲେ ସେମାନେ ସାଙ୍ଗରେ ସ୍ତ୍ରୀ ପିଲାପିଲି ନେଇ ଆସୁଥିଲେ । କାହାଣୀ ହିଁ ଥିଲା ଫିଲ୍ମର ମୁଖ୍ୟ କଥା । କାହାଣୀଟିଏ ଚୟନ କରିବା ପରେ ହିଁ ଆବ୍ରାର ଆଲଭି ଓ ଗୁରୁଦତ୍ତ ଉପଯୁକ୍ତ କଳାକାର ଚୟନ କରୁଥିଲେ । … ମୁଁ…