
ନବୀନଙ୍କ ପାଇଁ ଲବି କରିବେ ଏହି ତିନୋଟି ସଂସ୍ଥାର ମୁଖ୍ୟ, ଆଗୁଆ ନିର୍ବାଚନ ପାଇଁ ସହମତି ପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହି ଖବର ପ୍ରଥମେ ଓଡ଼ିଶା ପତ୍ରିକାରେ ସ୍ଥାନ ପାଇଥିଲା। ଏହା ପରେ ଅନ୍ୟାନ୍ୟ ଗଣମାଧ୍ୟମ ଏନେଇ ଖବର ପରିବେଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବଭଳି କୌଣସି ସୂଚନା ଦିଆଯାଉନାହିଁ। ହେଲେ ସ୍ୱାଧିନତା ଦିବସ ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ଆସନ୍ତା ୧୬ ରୁ…