ଆଗୁଆ ନିର୍ବାଚନ ହେଲେ ଓଡ଼ିଶାରେ କିଏ ..କେତେ ଆସନ ପାଇବ..ଜାଣନ୍ତୁ

ଭୁବନେଶ୍ୱର : କିଛିଦିନ ତଳେ ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପୂର୍ବରୁ ସିଏମଓର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ରାଜନୈତିକ ଟର୍ଚ୍ଚା ଆଲୋଚନା ହୋଇଥିଲା। ଓଡ଼ିଶା ସରକାର ଆଗୁଆ ନିର୍ବାତନ ସପକ୍ଷରେ କୁଆଡେ ମତ ରଖିଥିଲେ। ହେଲେ ଶାହା ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ମାତ୍ର ଶାହା କାହିଁକି ଅଗ୍ରାହ୍ୟ କରିଥିଲେ। ତାହାର ସତ ଧିରେ ଧିରେ ପଦାକୁ…

Read More

ଅଗଷ୍ଟ କନଭେନସନ୍ ଜରିଆରେ ଆରମ୍ଭ ହେବ ବିରୋଧି ମେଣ୍ଟ ଅଭିଯାନ, ବିକଳ୍ପ କାର୍ଯ୍ୟସୂଚୀ ଓ ଉପଯୁକ୍ତ ସଂଯୋଜନ ନେଇ ଉଠିଲା ଆଶଙ୍କା

ଭୁବନେଶ୍ୱର : ମାତ୍ର ସପ୍ତାହକ ବ୍ୟବଧାନ ପରେ କଂଗ୍ରେସ ପୌରହିତ୍ୟରେ ରାଜ୍ୟରେ ୧୭ଟି ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳ ଦିନକ ପୂର୍ବରୁ ପୁଣି ଏକାଠି ହୋଇଥିଲେ।  ପ୍ରଥମ ସାମୂହିକ କାର୍ଯ୍ୟକ୍ରମ ଭାବେ ଆସନ୍ତା ମାସ ୧୧ ତାରିଖରେ ଏକ କନଭେନସେନ୍ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରାୟ ଏକ ବଜାର ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ମାତ୍ର କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଏହି ମେଣ୍ଟ କାର୍ଯ୍ୟ କରିବ, ସେ ନେଇ କୌଣସି…

Read More