Off line ରୁ Ticket କିଣି Online ରେ ଚାଲିଛି ବେପାର

କଟକ/ଭୁବନେଶ୍ୱର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ କେତେକ ବ୍ୟକ୍ତି off line ମାଧ୍ୟମରେ ଟିକେଟ କିଣି Online ବିକ୍ରି କରିବାରେ ଲାଗିଛନ୍ତି l ବୁଧବାର ଅପରାହ୍ନରୁ ଏହି ବେପାର ବଢ଼ି ଯାଇଛି l କିଏ olx ତ କିଏ face book ପେଜର ସାହାରା ନେଇଛି l କିଣା ମୂଲ୍ୟରୁ ଟିକେଟ ମୂଲ୍ୟ ପାଞ୍ଚ ଗୁଣକୁ ବୃଦ୍ଧି ପାଇଛି l ଏହି ଖବର ଶେଷରେ ଏମିତି କିଛି ଟିକେଟ ବିକ୍ରି ସୂତ୍ରର…

Read More

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଦ୍ରୁତ ବୋଲର ବରୁଣ ଆରୋନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ବରୁଣ ଆରୋନ ଅବସର ଘୋଷଣା କରିଛନ୍ତି। ସେ ମାତ୍ର ୩୫ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଭାରତ ପାଇଁ ୯ ଟି ଦିନିକିଆ ଏବଂ ୯ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେହିପରି ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ବରୁଣଙ୍କର ଭଲ ରେକର୍ଡ ରହିଛି। ସେ ଘରୋଇ କ୍ରିକେଟରେ ଝାଡଖଣ୍ଡ ପାଇଁ ଖେଳନ୍ତି। ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ସେ ଗୋଆ ବିପକ୍ଷରେ  ତାଙ୍କର ଶେଷ…

Read More

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଖେଳାଳି ଅଭାବରୁ କୋଚ୍ କଲେ ଫିଲ୍ଡିଂ, ଜାଣନ୍ତୁ ପୁରା ଘଟଣା

ୟୁଏଇ; କ୍ରିକେଟ୍ ଜଗତରେ ଏହା ଅନେକ ଥର ଦେଖିବାକୁ ମିଳିଛି ଯେତେବେଳେ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେବା ପରେ ପୁଣି ପ୍ରତ୍ୟାବର୍ତ୍ତନ କରନ୍ତି | ଅନେକ ପାକିସ୍ତାନୀ ଖେଳାଳି ଏହା ପୂର୍ବରୁ ଏମିତି କରିସାରିଛନ୍ତି, କିନ୍ତୁ ଏଥର ଏକ ଅଜବ ପରିସ୍ଥିତିରେ ପଡିଆରେ ଦେଖାଦେଲେ ପୂର୍ବତନ ଖେଳାଳି। ବାସ୍ତବରେ ଜଣେ ଖେଳାଳି ୫ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ, କିନ୍ତୁ ଦଳର ହଠାତ୍ ଖରାପ ଅବସ୍ଥା ଯୋଗୁଁ ଏହି ଖେଳାଳିଙ୍କୁ ପଡ଼ିଆରେ ପ୍ରବେଶ…

Read More