ଆୟାରଲ୍ୟାଣ୍ଡ ସିରିଜ ପାଇଁ କିଏ ହେବ ଅଧିନାୟକ ଜାଣନ୍ତୁ …..

ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସିରିଜରେ ଭାରତର ବର୍ତ୍ତମାନର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇପାରେ । ଆଗକୁ ଏସିଆ କପ୍ ଓ ବିଶ୍ବକପ୍ ଆସୁଥିବାରୁ ଏହି ଦୁଇ ପ୍ରତିଭାବାନ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ବିସିସିଆଇ । ଯଦି ଏମିତି କିଛି ପଦକ୍ଷେପ ବିସିସିଆଇ ନେଉଛି, ତେବେ ପୂର୍ବରୁ ସ୍ଥିରୀକୃତ ହୋଇଥିବା ସିରିଜଗୁଡିକରେ ଭାରତୀୟ ଦଳର ଅଧିନାୟକ…

Read More

ଏହି ଦିନ ହେବ ଏସିଆ କପରେ ଇଂଣ୍ଡିଆ – ପାକିସ୍ତାନ ମହାମୁକାବିଲା ଜାଣନ୍ତୁ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ । ତେବେ ଖେଳସୂଚୀ ଅନୁସାରେ ଏଥର ଆୟୋଜକ ପାକିସ୍ଥାନ ୩୦ ଅଗଷ୍ଟରେ ଏସିଆ କପର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ । ଏପରି ପରିସ୍ଥିତିରେ ଯଦି ଭାରତ ଓ ପାକିସ୍ଥାନ ଭଲ ପ୍ରଦର୍ଶନ କରନ୍ତି ତେବେ ପୁଣି ୧୦ତାରିଖରେ ଏହି ଚିର ପ୍ରତିଦ୍ବନ୍ଦିଙ୍କୁ ସାମ୍ନାସାମ୍ନି ହେବାର ଦେଖିବାକୁ ମିଳିବ । ଏନେଇ କ୍ରିକ୍ଇନଫୋ ୱେବ୍ ସାଇଟରୁ ଏହି ସୂଚନା ମିଳିଛି…

Read More