କ୍ରିକେଟ୍ ବୁକରେ ଆଉ ଏକ ନିୟମ ଯୋଡିଲା ଆଇସିସି …

ଆଇସିସି କ୍ରିକେଟର ନିୟମ ପୁସ୍ତକରେ ଆଉ ଏକ ନିୟମ ଯୋଡ଼ିଛି। ଧଳା ବଲରେ ଖେଳାଯାଉଥିବା କ୍ରିକେଟ୍ ର ଦୁଇଟି ଫର୍ମାଟ୍ (ଦିନିକିଆ ଓ ଟି-୨୦)କୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ନିୟମ ଅଣାଯାଇଛି। ଏହା ଅଧୀନରେ ଯଦି ଟି-୨୦ କିମ୍ବା ଦିନିକିଆରେ ଗୋଟିଏ ଇନିଂସରେ ତୃତୀୟ ଥର ପାଇଁ ଓଭର ଫିଙ୍ଗିବାରେ ଏକ ମିନିଟରୁ ଅଧିକ ବିଳମ୍ବ ହୁଏ, ତେବେ ବ୍ୟାଟିଂ ଦଳକୁ ୫ ରନ୍ ଅତିରିକ୍ତ ଦିଆଯିବ। ଏହି ନିୟମ ଲାଗୁ ହେବା ପରେ ଅଧିନାୟକ…

Read More