RSS @100: କଟକ ବିବାଦ ଏକ ଦୀର୍ଘମିଆଦୀ ପରୀକ୍ଷଣ

ଭୁବନେଶ୍ୱର :(ବିଜୟ ସାହୁ)-କିଛି ବନ୍ଧୁ ଏପରି କି ଯେଉଁମାନେ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସାମ୍ପ୍ରତିକ କ୍ରିୟାକଳାପ ଉପରେ ଅସନ୍ତୁଷ୍ଟ କିମ୍ବା ବିରୋଧୀ ସେମାନଙ୍କ କଟକ ଦଶହରା ମେଢ଼ ଭଷାଣିକୁ କେନ୍ଦ୍ରକରି ଯେଭଳି ପରିସ୍ଥିତି ସୃଷ୍ଟି ହେଲା ତାହାକୁ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ଚଷମାରେ ଦେଖୁଛନ୍ତି। ଏ କ୍ଷେତ୍ରରେ ଭିନ୍ନ ଭିନ୍ନ ମତ ସୋସିଆଲ ମିଡିଆ ଅଥବା ଟିଭି ସାକ୍ଷାତକାର / ୱେବ ଚାନେଲରେ ଦେଉଛନ୍ତି।ଗୋଟିଏ ଗୋଷ୍ଠୀଙ୍କ ମତ ହେଲା ମୋହନ ସରକାରଙ୍କ…

Read More

ସହର ପରିସ୍ଥିତିକୁ ନେଇ ଗଠିତ ହେଲା କଟକ ଶାନ୍ତି ସଦଭାବନା ସମିତି କଟକ ଭାଇଚାରାର ସହର : ଏଠାରେ ହିଂସାର ସ୍ଥାନ ନାହିଁ . କଟକ :  କଟକ ହଜାର ବର୍ଷର ଐତିହାସିକ ସହର I କଟକର ଭାଇଚାରା ସମଗ୍ର ଦେଶ ପାଇଁ ଏକ ଉଦାହରଣ ହୋଇ ଛିଡା ହୋଇଛି l ଏହାର ଇତିହାସରେ ଦଙ୍ଗାର ସ୍ଥାନ ନାହିଁ, ଦୂର୍ଗା ପୂଜା ଭଷାଣୀ ସମୟରେ ହୋଇଥିବା ଏକ ଦୁର୍ଘଟଣା ପାଇଁ କଟକ ନିନ୍ଦିତ ହୋଇଛି l ଏହାକୁ ଆଉ…

Read More

ଇଂଲଣ୍ଡ ଯଦି ବିପକ୍ଷ ତାହେଲେ ଭାରତ ପାଇଁ ବିପଦ ବାରବାଟୀ, କାହିଁକି ଜାଣନ୍ତୁ

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଅଥବା ଫେବୃଆରୀ ୯ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ସିରିଜରେ ପୂର୍ବରୁ ୧-୦ ରେ ଆଗୁଆ ଅଛି। ଏପରି ପରିସ୍ଥିତିରେ, ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଚାହିଁବ। ଭାରତୀୟ ଦଳରେ ଷ୍ଟାର ଖେଳାଳିଙ୍କ ଏକ ସେନା ଅଛି, ଯେଉଁମାନେ ମାତ୍ର କିଛି ବଲ୍ ମଧ୍ୟରେ ମ୍ୟାଚ୍‌ର ମୋଡ଼ ବଦଳାଇ ପାରିବେ। ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ବିରାଟ…

Read More