ମେଟ୍ରୋ ଘୋଷଣା ପରେ ବଢୁଛି ଆପାର୍ଟମେଣ୍ଟ ଦର, ଜାଗା କିଣିବାକୁ ଆଗ୍ରହ ଦେଖାଉଛନ୍ତି ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ହେବ। ଏହା କେତେଦୂର କାର୍ଯ୍ୟକାରୀ ହେବ। କେବେ ମେଟ୍ରୋ ଚାଲିବ। ସେ ନେଇ କୌଣସି ସରକାରୀ ଦାବି ନାହିଁ। ମାତ୍ର ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ଘୋଷଣା , କେତେକ ଜମିର ମୂଲ୍ୟ ବୃଦ୍ଧି କରିଦେଇଛି।   ପ୍ରସ୍ତାବିତ ଅଞ୍ଚଳରେ ଥିବା ଜମି ଦର ପ୍ରାୟ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଯେଉଁ ଜମି ବର୍ଗଫୁଟ୍ ପିଛା ତିନି ହଜାର ଥିଲା, ତାହା ଏବେ ପାଞ୍ଚ…

Read More

ବିଳମ୍ବିତ ନ୍ୟାୟ ସାରା ଦେଶ ପାଇଁ ଚିନ୍ତାର ବିଷୟ  : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ : ବିଚାରବ୍ୟବସ୍ଥା ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ତ୍ୱରିତ ନ୍ୟାୟ ନେଇ ତତ୍ପରତା ପ୍ରକାଶ କରିବା ଦରକାର। କୌଣସି ମାମଲା ଠିକ୍ ସମୟରେ ଏବଂ ତୁରନ୍ତ ଫଇସଲା ହେବା ଦରକାର। ନ୍ୟାୟ ଯେତେ ଶୀଘ୍ର ମିଳିବ, ସେତେ ସୁଫଳ ମିଳିବ। ବିଳମ୍ବିତ ନ୍ୟାୟ ଭାରତବର୍ଷରେ ଚିନ୍ତାର ବିଷୟ ବୋଲି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର କଟକ ସ୍ଥିତି ଓଡ଼ିଶା ହାଇକୋର୍ଟର ପଞ୍ଚସ୍ତରୀ ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ମହୋଦୟା ଏହା…

Read More

କର୍ମଭୂମିରେ ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ, ଦାୟିତ୍ୱ ନେବା ପରେ ପ୍ରଥମ ବର୍ଷ କଲେ ପୂରଣ

ଭୁବନେଶ୍ୱର :  ଠିକ୍ ଆଜିର ଦିନ। ବର୍ଷକ ତଳେ ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦାୟିତ୍ୱ ନେବାର ବର୍ଷକ ପରେ ନିଜ ଜନ୍ମ ଏବଂ କର୍ମଭୂମିରେ ଓଡ଼ିଶାରେ ମହାମହିମ ପଦାର୍ପଣ କରିଛନ୍ତି। ମହାମହିମ ଭାବେ ପୂର୍ବରୁ ଏକାଧିକ ଥର ଗସ୍ତ କରିଥିଲେ ବି ଏହି ଗସ୍ତ ନେଇ ଉତ୍ସାହ ଦ୍ୱିଗୁଣିତ ରହିଛି। ଏଥରକ ରାଷ୍ଟ୍ରପତି ମହୋଦୟା ତିନିଦିଆ ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୬ଟା ୧୦ରେ…

Read More