ବଦଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..ନୂଆ ମୁଖ୍ୟମନ୍ତ୍ରୀ କିଏ ?

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ଡାକିଛି।  କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯିବାର ଯୋଜନା କରାଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଜେରା ହେବା ସହ ହାଜତକୁ ଯାଇ ସାରିଛନ୍ତି। ଅରିବନ୍ଦଙ୍କ ଗିରଫଦାରୀ ନେଇ ଗତକାଲି ଆପ୍ ନେତ୍ରୀ ଆତିଶ୍ ଏବଂ ବୁଧବାର ରାଜ୍ୟସଭା ଏମପି ରାଘବ…

Read More

କୋହଲିଙ୍କ ପାଇଁ କାହିଁକି ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି ଏହି ବିଶ୍ୱକପ୍, ତାଙ୍କ ଉପରେ କାହିଁକି ରହିଛି ସମସ୍ତଙ୍କ ନଜର

ମୁମ୍ବାଇ-  ଆଉ କେଇ ଘଣ୍ଟା ପରେ ସାରା ଦେଶରେ କ୍ରିକେଟ୍ ବିଶ୍ୱକପ୍ ର ବିଗୁଲ ବାଜିବାକୁ ଯାଉଛି। ଏହି କ୍ରୀଡ଼ା ମହାକୁମ୍ଭରେ ପ୍ରଦର୍ଶନ ହିଁ ଖେଳାଳିଙ୍କୁ ଇତିହାସରେ ଅମର କରିଦିଏ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସବୁ ଖେଳାଳିଙ୍କ ଲକ୍ଷ୍ୟ ରହିଥାଏ। ଏହି ମର୍ମରେ ଦେଖିଲେ ସୀମିତ ଓଭର କ୍ରିକେଟରେ ସାମ୍ପ୍ରତିକ ସମୟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ  ବିରାଟ କୋହଲିଙ୍କ  ଉପରେ ସମସ୍ତଙ୍କ ନଜର ରହିବ। ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡ ଠାରୁ ସେ ମାତ୍ର…

Read More

ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଘରଭଡ଼ା ମିଳିଗଲା, ନିଜାମୁଦ୍ଦିନ ଇଷ୍ଟରେ ଏହି ନେତା ଘରେ ରହିବେ

ନୂଆଦିଲ୍ଲୀ  : ସବୁ ମୋଦି ସାଙ୍ଗିଆଧାରୀ ଚୋର କହିବା ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଛନ୍ତି। ରାହୁଲ ଗାନ୍ଧୀ ଏହି କାରଣରୁ ତାଙ୍କର ସଦସ୍ୟତା ପଦ ରଦ୍ଦ ହୋଇସାରିଛି। ସେ ନିଜର ସରକାରୀ ଘର ମଧ୍ୟ କେବେଠୁ ଛାଡି ସାରିଛନ୍ତି। ତେଣୁ ରାହୁଲ ଭଲ ଘର ସନ୍ଧାନରେ ରହିଥିଲେ। ବହୁତ ଘର ଏବଂ ଫ୍ଲାଟ ଦେଖୁଥିଲେ ବି ତାଙ୍କର କିଛି ପସନ୍ଦ ଆସୁନଥିଲା। ମାତ୍ର ଏବେ ଗୋଟିଏ ଫ୍ଲାଟ ତାଙ୍କର ପସନ୍ଦ ଆସିଛି। ଖୁବ୍ ଶୀଘ୍ର ରାହୁଲ ଏହି…

Read More