ଦିଲ୍ଲୀ ନିର୍ବାଚନରେ ୨୭ ବର୍ଷ ପରେ ବିଜେପିର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଝାଡୁ ଦଳ ବା ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଅନ୍ୟପକ୍ଷରେ ଆପର ଟାଣୁଆ ନେତା ମାଟି କାମୁଡିଛନ୍ତି। ଏହି ପରାଜୟରେ ସାମିଲ ଅଛନ୍ତି ଖୋଦ ଆପର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ୩୧୮୨…

Read More

ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ, ୮ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଫେବ୍ରୁଆରୀ ୫ରେ ଦିଲ୍ଲୀ ଦେବ ଭୋଟ। ୮ ତାରିଖରେ ହେବ ଗଣତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି କି ନୂଆବର୍ଷରେ ସର୍ବପ୍ରଥମେ ଦିଲ୍ଳୀରେ ନିର୍ବାଚନ ହେବ। ଫେବ୍ରୁଆରି ୫ ତାରିଖରେ ସମସ୍ତ ୭୦ ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀ ନିର୍ବାଚନ ହୋଇ ଫେବ୍ରୁଆରି ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ।ସେହିପରି ଜାନୁଆରୀ ୧୦…

Read More