
ନରେନ୍ଦ୍ର ମୋଦୀଙ୍କ ୨୦୦ ଯୋଜନା ଭିତରୁ ଏହି ଯୋଜନା ସବୁଠୁ ହିଟ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ୧୦ ବର୍ଷ ପୂରଣ ହୋଇଛି। ଗତ ୧୦ ବର୍ଷ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ରୁ ଅଧିକ ଯୋଜନା ଆରମ୍ଭ କରିଛନ୍ତି, କିନ୍ତୁ ଆପଣ ମୋଦୀ ସରକାରଙ୍କ ଯୋଜନା ବିଷୟରେ ଜାଣିଛନ୍ତି କି ଯାହା ସବୁଠୁ ବଡ ହିଟ୍ ହୋଇଛି। ଆସନ୍ତୁ ଜାଣିବା ମୋଦୀ ସରକାରଙ୍କ କେଉଁ ଯୋଜନା ଏପର୍ଯ୍ୟନ୍ତ ସବୁଠୁ ବଡ ହିଟ୍ ହୋଇଛି। ଏହି ସମ୍ପର୍କିତ ସୂଚନା ଦେଇ ସଡ଼କ, ପରିବହନ ମନ୍ତ୍ରୀ ହର୍ଷ…