ସବୁ ଥାଇ କାହିଁକି ଧର୍ମେନ୍ଦ୍ର ଆଜି ବିବଶ.. ଅସହାୟ….
ଭୁବନେଶ୍ୱର : (ସତ୍ୟଜିତ ମିଶ୍ର)-ଛାତିରେ ଥିଲା ଲୌହ ସାଞ୍ଜୁ। ଶତ୍ରୁ ପକ୍ଷର ଭାଲ, ତୀର, ବର୍ଚ୍ଛା ଆସି ଏ ସାଞ୍ଜୁରେ ପ୍ରତିଘାତ ଦେଉଥିଲା। ଝଣ ଝର୍ଯର ଶବ୍ଦରେ ଖସି ପଡୁଥିଲା। ସେନାପତିଙ୍କ ହାତରେ ଥିବା ଲହ ଲହ ଅଶୀ କେତେବେଳେ ସରଳ ରେଖାରେ ତ କେତେ ବେଳେ ଚକ୍ରାକାରରେ ଘୁର୍ଣ୍ଣାୟମାନ ହୋଇ ଶତ୍ରୁର ଶିର ଛେଦନ କରୁଥିଲା। ସେନାପତି ଆଗେଇ ଚାଲୁ ଥିଲେ। ଧୀରେ ଧୀରେ ପାଦ ଅବଶ ହୋଇ ପଡ଼ିଲା। କାରଣ ପିଠିରେ ଲଟକି ରହିଥିଲା…
