ବବି କହୁଛନ୍ତି ମୁଁ ଏକ ନମ୍ବର ବିଜେଡି କର୍ମୀ ହେଲେ ଅରିନ୍ଦମ କହିଲେଣି କିଏ କ’ଣ ଭାବିବ, ମୋତେ ଫରକ ପଡ଼େନି
ଭୁବନେଶ୍ୱର : ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଓରଫ ବବି ଏବଂ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ। ଉଭୟ ବିଜେଡିର ନେତା ଏବଂ ପାରିବାରିକ ବନ୍ଧୁ। ଦୁଇ ଜଣେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ବବି ସମ୍ବଲପୁର ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଅରିନ୍ଦମ ରାୟ କଟକ ଜିଲ୍ଲା ରାଜନୀତିକୁ ନେଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ଉପରକୁ ଏତେଟା ଜଣା ପଡୁ ନ ଥିଲେ ବି ଅରିନ୍ଦମ ବିଜେଡି ପ୍ରତି ଖପ୍ପା…
