ଭୁଲି ଗଲେ କି ମୁଖ୍ୟମନ୍ତ୍ରୀ । ସାମାଜିକ ଓ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ କେବେ ସାର୍ବଜନୀନ କରିବେ !!!

ଭୁବନେଶ୍ୱର : ବିଜୁ ଜନତା ଦଳ। ଓଡ଼ିଶାବାସୀଙ୍କ ବଳ। ସାଢେ ଚାରି କୋଟି ଓଡ଼ିଆ ମୋ ପରିବାର। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ଏହି ସବୁ କେତୋଟି ବାକ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଥାଆନ୍ତି। ହେଲେ ସେହି ପରିବାର ଅଧା ଲୋକଙ୍କ କଥା ନବୀନ ପଟ୍ଟନାୟକ, ତାଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ଭୁଲି ଯାଇଛନ୍ତି। କରୋନା ଆରମ୍ଭ ହେବା ସମୟରେ ବିଧାନସଭାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ଗୃହୀତ କରାଗଲା। ଏହି ସଂକଳ୍ପ…

Read More

ପାଲଲହଡାରୁ ପ୍ରତିଥର ହୁଏ ପ୍ରାର୍ଥୀ ବଦଳ, ତେବେ ବିଜେଡିରୁ ଟିକେଟ୍ ପାଇବ କିଏ ?

ଅନୁଗୋଳ : ଅନୁଗୋଳ ଜିଲ୍ଲାର ତଥା ଢେଙ୍କାନାଳ ଲୋକସଭା ଅଧିନରେ ପାଲଲହଡ଼ା ବିଧାନସଭା ଆସନ ଆସୁଛି।  ଏହା କ୍ରମିକ ସଂଖ୍ୟା ହେଉଛି ୫୯ । ବିଜେଡ଼ି ବିଜେପି ମେଣ୍ଟ ଥିବା ବେଳେ ଏହା ବିଜେପି ଭାଗରେ ରହିଥିଲା । ଆଜିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ମସିହାରୁ ଏହି ପାଲଲହଡାରୁ ବିଧାୟକ ନିର୍ବାଚିତ ହୋଇ ରାଜନୀତି ଆରମ୍ଭ କରିଥିଲେ । ମାତ୍ର ୨୦୦୪ ମସିହାରେ ମେଣ୍ଟ ପ୍ରାର୍ଥୀ ଭାବରେ ଡ ଦେବେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ…

Read More

ଚକମା ଦେଇପାରେ ବିଜେପି ପ୍ରଭାବିତ ନିର୍ବାଚନ କମିସନ, ଏଭଳି ପରିସ୍ଥିତିରେ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ବିଜେଡି

ଭୁବନେଶ୍ୱର :   ନିକଟରେ ପାଞ୍ଚଟି ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ତନ୍ମଧ୍ୟରୁ ଚାରୋଟି ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ବହୁଳ ଭାବେ ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଓଡ଼ିଶାରେ ଦୀର୍ଘବର୍ଷ ଧରି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇନାହିଁ। ଏମିତି ବି ନକ୍ସଲ ମୁକାବିଲାରେ ରାଜ୍ୟ ଆଗୁଆ ବୋଲି କେନ୍ଦ୍ର ସରକାର ଏବଂ ଖୋଦ୍ ଗୃହ ମନ୍ତ୍ରୀ ସାର୍ଟିଫିକେଟ ଦେଇ ଯାଇଛନ୍ତି। ତେଣୁ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ…

Read More

ଓଡ଼ିଶାରେ ଏନଏଚଏଆଇ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।ଶ୍ରୀ ପ୍ରଧାନ ଏହି ବୈଠକ ପରେ ଟ୍ୱିଟ୍ କରି କହିଛନ୍ତି ଯେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନଏଚ୍ -୫୫ ଅନ୍ତର୍ଗତ ଦୁଇଟି ପ୍ୟାକେଜରେ ନିର୍ମାଣାଧୀନ କଟକ – ଅନୁଗୋଳ ରାଜପଥର ଅଗ୍ରଗତି, ଅନୁଗୋଳ-…

Read More

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି । ଏହି ଅବସରରେ ଓଡ଼ିଶାର ଜ୍ଞାନର ଏହି ମାଟିକୁ ପ୍ରଣାମ କରୁଛି ବୋଲି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି…

Read More

ସମ୍ବାଦ କାର୍ଯ୍ୟକ୍ରମରୁ ସୌମ୍ୟ ଉଭାନ,ହେଲେ କାହିଁକି ସେ ଏପରି କଲେ…

ଭୁବନେଶ୍ୱର-  ସମ୍ବାଦର କାର୍ଯ୍ୟକ୍ରମ ହେବ। ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିବେ ନାହିଁ। ଏକଥା ସାଧାରଣ ସମ୍ବାଦ ପ୍ରେମୀ ଏବଂ ପଟ୍ଟନାୟକ ପରିବାର ଶୁଭେଚ୍ଛୁ କଳ୍ପନା କରି ନ ପାରନ୍ତି। ମାତ୍ର ସେପରି ଏକ ଘଟଣା ଘଟିଯାଇଛି। ସମ୍ବାଦର ଚାଳିଶ ତମ ସ୍ୱନକ୍ଷତ୍ର ଅବସରରେ ଏହାର ପ୍ରତିଷ୍ଠାତା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ନ ଥିଲେ। ଦୁଇ ଦିନ ପୂର୍ବରୁ ସମ୍ବାଦର ନୂଆ ସମ୍ପାଦିକା ଭାବେ ତାଙ୍କ କନ୍ୟା ତନୟା ପଟ୍ଟନାୟକ ଦାୟିତ୍ୱ…

Read More

ଖଡଗେଙ୍କୁ ଅସମ୍ମାନ ମାନସିକତା ଆସୁଛି କେଉଁଠୁ ? ନିଷ୍ପେସିତ ଓ ପଛୁଆବର୍ଗର ନେତୃତ୍ୱକୁ କାହିଁକି ସହିପାରୁନାହାନ୍ତି ପଟ୍ଟନାୟକ ଏଣ୍ଡ କୋ !

ଭୁବନେଶ୍ୱର : ମଲ୍ଲିକାର୍ଜୁନ ଖଡ଼ଗେ। ସର୍ବଭାରତୀୟ କଂଗ୍ରେସ ସଭାପତି। ଦଳର ସବୁଠୁ ବରିଷ୍ଠ ନେତା। କର୍ଣ୍ଣାଟକ ବିଧାନସଭା, ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିସାରିଥିବା ରାଜନେତା। ପାଞ୍ଚ ଦଶନ୍ଧିର ରାଜନୈତିକ ଅଭିଜ୍ଞତା ରଖୁଥିବା ଏହି ରାଜନେତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛି ଓଡ଼ିଶା କଂଗ୍ରେସ।  କଂଗ୍ରେସ ପକ୍ଷରୁ ଜାରି କରାଇଥିବା ଏକ ପୋଷ୍ଟରରେ ନଗଣ୍ୟ ଭାବେ ଶ୍ରୀ ଖଡ଼ଗେଙ୍କ ଫଟୋ ରଖାଯାଇଛି। ଯାହା ହେବା କଥା ନୁହେଁ। ଦଳର ସଭାପତି ଭାବେ ତାଙ୍କ ଫଟୋ ସବୁଠୁ…

Read More

ମହିଳା ସଂରକ୍ଷଣ ପ୍ରସଙ୍ଗ ବିଗାଡ଼ିବ କି ଢେଙ୍କାନାଳ-ଅନୁଗୁଳ ରାଜନୀତି ଅଙ୍କ

ଭୁବନେଶ୍ୱର : ନିକଟରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ  ଗୃହୀତ ହୋଇଛି । ସେଣ୍ଟ୍ରାଲ୍ ଭିସ୍ତାର ନୂତନ ସଂସଦ ଭବନ ଏଥି ପାଇଁ ସ୍ମରଣୀୟ ରହିବ । କାରଣ ଏହା ପ୍ରଥମ ବିଧେୟକ । ଏହାର ପ୍ରଭାବ ନିଶ୍ଚୟ ସୁଦୂରପ୍ରସାରୀ ହେବ।  ଏହି କ୍ରମରେ  ରାଜ୍ୟ ବିଧାନସଭା ପ୍ରମିଳା ମଲ୍ଲିକ ରୂପେ ଜଣେ ମହିଳା ବାଚସ୍ପତି ମଧ୍ୟ ପାଇଛି। ଅନ୍ୟମାନେ ଦୌଡ଼ରେ ରହିଥିଲେ ମାତ୍ର ମହିଳା ମହିଳା ସଂରକ୍ଷଣ  ପ୍ରସଙ୍ଗ ପାଇଁ ଶ୍ରୀମତା  ମଲ୍ଲିକଙ୍କୁ…

Read More

କେଉଁ ୪ଟି ପ୍ରସଙ୍ଗରେ ସୌମ୍ୟ ରଞ୍ଜନ- ଅମିତ ଶାହା କରିଲେ ଆଲୋଚନା…

ଭୁବନେଶ୍ୱର : ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହେବା ପରେ ଗତ ୧୮ ତାରିଖ ଦିନ ଅମିତ ଶାହାଙ୍କୁ ଭେଟିଥିବା ଆଲୋଚନା ହେଉଛି। ହେଲେ ଏହି ଭେଟଘାଟ କେତେ ଫଳପ୍ରଦ ହେବ, ତାହା ସମୟ କହିବ। ନିର୍ବାଚନ ଆସନ୍ନ ହୋଇଥିବାରୁ ଉଭୟଙ୍କ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଏକ ଚର୍ଚ୍ଚା ଜୋର ଧରିଛି। ଯେ ଉଭୟଙ୍କ ମଧ୍ୟରେ କେଉଁ କଥାକୁ ନେଇ ଆଲୋଚନା ହୋଇଥିବ। ଅମିତ ଶାହା ନିଶ୍ଚୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର କେତେ…

Read More

ପଟ୍ଟନାୟକ ପରିବାର ବିବାଦ : ବଦଳିବେ କି ଆଡଭୋକେଟ୍ ଜେନେରାଲ !!!

ଭୁବନେଶ୍ୱର : ସ୍ୱାଧୀନତା ପରେ ରାଜ୍ୟକୁ ଦୁଇ ପଟ୍ଟନାୟକ ପରିବାର ପ୍ରାୟ ୪୫ ବର୍ଷ ଓଡ଼ିଶାକୁ ଶାସନ କରିଲେଣି। ଏହା ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ବର୍ଷ ପୂରଣ କରିସାରିଲେଣି। ପୂର୍ବରୁ ବିଜୁ ପଟ୍ଟନାୟକ ୭ ବର୍ଷ ୧୨୧ ଦିନ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରାୟ ୧୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ବିଜୁ ପଟ୍ଟନାୟକ ପ୍ରଥମେ ହିଁ କେନ୍ଦୁଝର ପଟ୍ଟନାୟକ ପରିବାରକୁ ଖଣି ଲିଜ୍ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହା ପରେ ଜାନକୀ…

Read More