ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନା ଖୋଳତାଡ଼…କ’ଣ ହେବାକୁ ଯାଉଛି ୨୭ ତାରିଖ ବିଜେଡି ବୈଠକରେ……….
ଭୁବନେଶ୍ୱର : ଅଫିସରରାଜ୍ ଅଧିକ ହୋଇ ଯାଇଥିଲା। ଭି.କେ ପାଣ୍ଡିଆନଙ୍କ ଉପରେ ଦଳ ଓ ଦଳ ବାହାର ଲୋକଙ୍କ ରାଗ ଥିଲା। ତେଣୁ ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ଭୋଟର ପାନେ ଦେଲେ। ଏହାର ନୈତିକ ଦାୟିତ୍ୱ ନେଇ ଭି.କେ ପାଣ୍ଡିଆନ୍ ଭିଡିଓ ଛାଡି ରାଜନୀତିରୁ ସନ୍ୟାସ ନେବା ଘୋଷଣା କଲେ। ସେହି ସନ୍ୟାସକୁ ଆଜି ଯାଏଁ କେହି ବୁଝି ପାରୁନାହାନ୍ତି। କୁଆଡେ ସେ ଏବେ ବି ମଙ୍ଗୁଆଳ। ତାଙ୍କ ପରେ ଦଳର ସର୍ବେସର୍ବା ଥିଲେ ପ୍ରଣବ…
