ଭାରତର ନିର୍ବାଚନ ଆକଳନ ଏକ ଜଟିଳ ବ୍ୟାପାର କାହିଁକି …….
ଭୁବନେଶ୍ୱର :(ବିଜୟ ସାହୁ) ୧୯୫୧-୫୨ମସିହାରୁ ୨୦୧୯ ପର୍ଯ୍ୟନ୍ତ ଯେତେ ନିର୍ବାଚନ ହେଲାଣି । କୌଣସି ଗୋଟିଏ ନିର୍ବାଚନ ଅମୁକ ସରକାର ଗଢ଼ିବା ପାଇଁ ହେଇ ନାହିଁ । ସବୁ ନିର୍ବାଚନର ମୁଖ୍ୟ ସ୍ଲୋଗାନଗୁଡିକୁ ( ସରକାରକୁ ଆସିଥିବା ଦଳ ଓ ସରକାରରୁ ହଟେଇବାକୁ ଦଳ ବା ଦଳସମୂହଙ୍କ ) ଅଧ୍ୟୟନ କଲେ ଏଭଳି ତଥ୍ୟ ମିଳିବ । ୧୯୭୧ ନିର୍ବାଚନ ପରଠାରୁ ସବୁ କଥା ସ୍ପଷ୍ଟ ମନେ ପଡୁଛି । ପୂର୍ବର ନିର୍ବାଚନଗୁଡିକ ସମ୍ପର୍କରେ ଅନେକ ଗବେଷଣାତ୍ମକ…
