ବର୍ଷାଦିନେ ଚିନ୍ତା ବଢାଇଛି ଏହି ସଂକ୍ରାମକ ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ପ୍ରତିଷେଧକ

ଭୁବନେଶ୍ୱର : ବର୍ତ୍ତମାନ ଦେଶର ସବୁ ସ୍ଥାନରେ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି , ଏହି କାରଣରୁ ଅନେକ ସଂକ୍ରମଣ ରୋଗ ଦ୍ରୁତଗତିରେ ବ୍ୟାପିଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇ, କେରଳ ଏବଂ ଦିଲ୍ଲୀରେ ଲେପ୍ଟୋସ୍ପାଇରୋସିସ୍ ସଂକ୍ରମଣ ମାମଲା ଜୋର ଧରିଛି l ଏହା ଏକ ରୋଗ ଯାହା ଯେକୌଣସି ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିପାରେ | ଲେପ୍ଟୋସ୍ପାଇରୋସିସ୍ ଲେପ୍ଟୋସ୍ପିରା ଜୀବାଣୁ ଦ୍ବରା ହୋଇଥାଏ, ଯାହା ଆପଣଙ୍କୁ, ଆଖି, ନାକ…

Read More