
ରାଜ୍ୟ ବିଜେପିରେ ଭୟଙ୍କର କ୍ଷମତା ଯୁଦ୍ଧ, ପାଗ ଦେଖି ପାନେ ନେବେ ମନମୋହନ
ଭୁବନେଶ୍ୱର 🙁 ସତ୍ୟଜିତ ମିଶ୍ର) ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ବିଜେପି ବିଧାୟକଙ୍କ ସହ ଏକ ହୋଟେଲରେ ରାତ୍ରି ଭୋଜନ କଲ l ମନେ ରଖିଥିବେ, ଯଦି ଆପଣ ସ୍ଟ୍ରାଟେଜି ଜାଣିବେ, ଏ ରାତ୍ରି ଭୋଜନ ରାଜ୍ୟ ବିଜେପି ରାଜନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବହୁ ବ୍ୟକ୍ତି ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ନମସ୍କାର କରୁଥିବା ଫୋଟୋ ଦେଖାଇଲେ ଓ ତାଙ୍କ ମୁହଁକୁ ପଢିଲେ ଯାହାକୁ ଇଂରାଜୀରେ…