ଅନ୍ଧାରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଧାନସଭା…. ଠିକ୍ ତଥ୍ୟ ଦେଉ ନାହାନ୍ତି ଜିଲ୍ଲାପାଳ

କଟକ/ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଶାସନ ଚାଲି ଯାଇଛି, ମୋହନ ମାଝୀଙ୍କ ଶାସନ ଆସିଛି କିନ୍ତୁ ଅଫିସରରାଜ ସେମିତି ଜାରି ରହିଛି l ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାନତାର ସୁଯୋଗ ନେଇ ଏବେବି ପାଣ୍ଡିଆନଙ୍କ ସ୍ଳିପର ସେଲର କିଛି ଅଧିକାରୀ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଏହା ଆମର ମନଗଢା କାହାଣୀ ନୁହେଁ । ହସ୍ତଗତ ହୋଇଥିବା ଦୁଇଟି ଦସ୍ତାବିଜ ଏହାକୁ ଦର୍ଶାଉଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସ ୧୯ ତାରିଖରେ…

Read More

ନିର୍ବାଚନ ପାଖେଇ ଆସିଲାଣି, ସବୁ ଠିକ୍ ଲାଗୁ ଥିଲେ ବି ଏହି ସବୁ ପ୍ରସଙ୍ଗ ବିଜେଡି ଗଣିତ ବିଗାଡ଼ିଦେବ..ଆଶଙ୍କା କରୁଛନ୍ତି ସର୍ଭେକ୍ଷଣ ଟିମ୍

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଓଡ଼ିଶାରେ ସର୍ବାଧିକ ରାଜନୈତିକ ସକ୍ରିୟତା ବିଜେଡି ଦଳରେ ଦେଖା ଦେଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଚାର ଜାରି ରହିଛି। ଏହା ପରେ ଭତ୍ତା ବୃଦ୍ଧି ଘୋଷଣା କରାଯିବ। ନିୟମିତ ବିଭିନ୍ନ ଘୋଷଣା, ନିଯୁକ୍ତି ଏବଂ ଲୋକାର୍ପଣ ଜାରି ରହିଛି। ଏହା ସତ୍ତ୍ୱେ ଦୀର୍ଘ ଅଢେଇ ଦଶନ୍ଧିର ସରକାର ହୋଇଥିବାରୁ ଏକ ଶାସକ ବିରୋଧୀ ମତ ରହିଛି। ପୂର୍ବ ଅପେକ୍ଷା ସରକାରୀ କଳ ଏବଂ ପ୍ରଚାରରେ ବିଜେପି ସଙ୍ଗଠିତ…

Read More